ସୁଟିଂ ସେଟରେ ଅମିତାଭ ଆହତ

ସୁଟିଂ ସେଟରେ ଅମିତାଭ ଆହତ

Copy Editor AH | Published On: Aug 12, 2017 10:35 PM IST |   446

ନୂଆଦିଲ୍ଲୀ : ବଲିଉଡ ଚଳଚ୍ଚିତ୍ର ‘ଠଗ୍‌ସ  ଅଫ ହିନ୍ଦୋସ୍ଥାନ’ର ସୁଟିଂ ସମୟରେ ଅଭିନେତା ଅମିତାଭ ବଚ୍ଚନ ଆହତ ହୋଇଛନ୍ତି । ବଲିଉଡ୍‌ ଡଟ୍‌ କମ୍‌ର ରିପୋର୍ଟ ଅନୁଯାୟୀ ଅମିତାଭଙ୍କ ପଞ୍ଜରା ହାଡ ଭାଙ୍ଗିଛି । ପଞ୍ଜରାହାଡ ଭାଙ୍ଗିବା ସତ୍ତ୍ୱେ ଅମିତାଭ ତାଙ୍କର ସୁଟିଂ ଜାରି ରଖିଥିଲେ । ବିଜୟ କୃଷ୍ଣ ଆଚାର୍ଯ୍ୟଙ୍କ ନିର୍ଦେଶିତ ଏହି ଚଳଚ୍ଚିତ୍ର ୨୦୧୮ ଦୀପାବଳୀରେ ମୁକ୍ତି ଲାଭ କରିବ । ଏଥିରେ ଅମିତାଭଙ୍କ ସହ ଅମୀର ଖାନ ମଧ୍ୟ ଅଭିନୟ କରୁଛନ୍ତି  ।

Tags:

Like Us

Breaking News

ତୃତୀୟ ଦିନିକିଆରେ ଶ୍ରୀଲଙ୍କାକୁ ୮ ୱିକେଟରେ ପରାସ୍ତ କରିବା ସହିତ ଭାରତ ୨-୧ରେ ଦିନିକିଆ ସିରିଜ ବିଜୟୀ । ବିଶାଖାପାଟଣା ଦିନିକିଆରେ ଭାରତକୁ ୨୧୬ ରନ୍‌ ଟାର୍ଗେଟ ଦେଲା ଶ୍ରୀଲଙ୍କା କଟକ: ଟିକେଟ୍ ବିକ୍ରିକୁ ନେଇ ବାରବାଟୀରେ ଉତ୍ତେଜନା ବାଲେଶ୍ବର: ସୋର ଛପୋଲିଆରେ ଦୁର୍ଘଟଣା. ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ହେଲପର