ଓଭରବ୍ରିଜ କାମ ପାଇଁ ଟ୍ରେନ୍‌ ବାତିଲ୍‌

ଓଭରବ୍ରିଜ କାମ ପାଇଁ ଟ୍ରେନ୍‌ ବାତିଲ୍‌

Copy Editor AH | Published On: Aug 12, 2017 09:10 PM IST | Updated On: Aug 12, 2017 11:43 AM IST |   1005

ଭୁବନେଶ୍ୱର : ପଟିଆ ରେଳ ଷ୍ଟେସନ୍‌ ଠାରେ ଏକ ଫୁଟ୍‌ ଓଭର ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ପାଇଁ ରବିବାର କଟକ-ଭୁବନେଶ୍ୱର ମଧ୍ୟରେ ଚଳାଚଳ କରୁଥିବା କିଛି ଟ୍ରେନ୍‌ ପ୍ରଭାବିତ ହେବାକୁ ଯାଉଛି । ସକାଳ ୮ଟାରୁ ପୂର୍ବାହ୍ନ ୧୨ଟା ପର୍ଯ୍ୟନ୍ତ ପୋଲ କାମ ଜାରି ରହୁଥିବାରୁ କଟକ-ପାରାଦୀପ-କଟକ ପାସେଞ୍ଜରକୁ ଉଭୟ ପଟୁ ବାତିଲ୍‌ କରାଯାଇଛି । ସେହିପରି ଭୁବନେଶ୍ୱର-କଟକ-ଭୁବନେଶ୍ୱର ପାସେଞ୍ଜର କଟକ ପର୍ଯ୍ୟନ୍ତ ନଯାଇ ମଞ୍ଚେଶ୍ୱର ଠାରୁ ଫେରିବ । ବ୍ରହ୍ମପୁର-କଟକ ପାସେଞ୍ଜର ଖୋର୍ଦ୍ଧାରୋଡ଼ରୁ କଟକ ମଧ୍ୟରେ ଏବଂ କଟକ-ପୁରୀ ପାସେଞ୍ଜର କଟକରୁ ଖୋର୍ଦ୍ଧାରୋଡ଼ ମଧ୍ୟରେ ଚାଲିବ ନାହିଁ । ଅପରପକ୍ଷେ ଏହି କାମ ପାଇଁ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ, ପୁରୀ ସନ୍ତ୍ରଗାଛି ପାସେଞ୍ଜର ଆଦି ଟ୍ରେନ୍‌ ଏହି ରୁଟ୍‌ରେ ଧୀମା ଗତିରେ ଚାଲିବ । 

Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ