ଗଛରେ ପିଟି ହୋଇ ଜଳି ଗଲା କାର, ବର୍ତ୍ତିଗଲେ ୪ ଜଣ ଯାତ୍ରୀ

.

Published On: Aug 12, 2017 07:35 PM IST | Updated On: Aug 12, 2017 10:21 AM IST |   477

ନୟାଗଡ଼ନୟାଗଡ ଜିଲା ନୂଆ ଗାଁ ନିକଟରେ ରାସ୍ତାପାର୍ଶ୍ୱରେ ଥିବା ଏକ ଗଛରେ ପିଟି ହୋଇଯିବାରୁ ଏକ କାର ଜଳିଯାଇଛି। କାର ଚାଳକ କାର ଉପରୁ ନିୟନ୍ତ୍ରଣ ହରାଇଥିବାରୁ ଏହା ଗଛରେ ପିଟି ହୋଇଯାଇଥିଲା। ଏଥିରେ ଥିବା ୪ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ ମଧ୍ୟ କାରରୁ ବାହରକୁ ଚାଲି ଆସିଥିଲେ। ପରେ କାରଟି ହୁତ ହୁତ୍‌ ହୋଇ ଜଳିଯାଇଥିଲା। ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ସହ ଆହତମାନଙ୍କୁ ନୟାଗଡ ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଥିଲେ

Tags:

Like Us

Breaking News

ସୁୂର୍ଣ୍ଣପୁର: ଅଜଣା ଗାଡି ଧକ୍କାରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ବନ୍ଦ ଡାକରା ସମୟରେ ଜଣଙ୍କୁ ମାଓବାଦୀ ହତ୍ୟା କରିଥିବା ଅଭିଯୋଗ ଅବପାତ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ଆସନ୍ତା ୨୪ ଘଣ୍ଟା ଲାଗି ରହିବ ବର୍ଷାର ପ୍ରଭାବ ବାଲେଶ୍ୱର ବାଣ ବିସ୍ପୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି