ମାଲକାନଗିରିରେ ରାସ୍ତାକଡରେ ମହିଳାଙ୍କୁ ଦୁଷ୍କର୍ମ:ଅଭିଯୁକ୍ତ ଗିରଫ

.

Published On: Aug 12, 2017 06:47 PM IST | Updated On: Aug 12, 2017 09:18 AM IST |   269

ମାଲକାନଗିରି: ମାଲକାନଗିରି ରେ ଏକ ଅଦ୍ଭୁତ ପ୍ରକାରର ଅପରାଧ ଘଟିଯାଇଛି। ସାପ୍ତାହିକ ହାଟକୁ ଯାଉଥିବା ଜଣେ ଅଦିବାସୀ ମହିଳାଙ୍କୁ ଆଡମା ଉଡୁପା ନମାକ  ଅଭିଯୁକ୍ତ ଦୁଷ୍କର୍ମ କରିଛି। ସେ ଦୁଷ୍କର୍ମ କରୁଥିବା ବେଳେ କିଛି ଲୋକ ଏହାକୁ ଭିଡିଓ ରେକର୍ଡିଂ କରୁଥିଲେ। ଅନ୍ୟ ଲୋକ ଏହାକୁ ବିରୋଧ କରିବାରୁ ଏହି ନିର୍ଲଜ ଲୋକମାନେ ସେମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।  

 

ପୀଡିତା ମାଲକାନଗିରି ସଦରଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ପୁଲିସ ଏହି ଘଟଣାର ଅଧିକ ଛାନଭିନ ଆରମ୍ଭ କରିଛି।

Tags:

Like Us

Breaking News

ତୃତୀୟ ଦିନିକିଆରେ ଶ୍ରୀଲଙ୍କାକୁ ୮ ୱିକେଟରେ ପରାସ୍ତ କରିବା ସହିତ ଭାରତ ୨-୧ରେ ଦିନିକିଆ ସିରିଜ ବିଜୟୀ । ବିଶାଖାପାଟଣା ଦିନିକିଆରେ ଭାରତକୁ ୨୧୬ ରନ୍‌ ଟାର୍ଗେଟ ଦେଲା ଶ୍ରୀଲଙ୍କା କଟକ: ଟିକେଟ୍ ବିକ୍ରିକୁ ନେଇ ବାରବାଟୀରେ ଉତ୍ତେଜନା ବାଲେଶ୍ବର: ସୋର ଛପୋଲିଆରେ ଦୁର୍ଘଟଣା. ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ହେଲପର