ରାଜ୍ୟସଭା ନେତା ପଦରୁ ହଟିଲେ ଶରଦ ଯାଦବ

ଆରସିପି ସିଂହଙ୍କୁ ନୂତନ ନେତା

Copy Editor AH | Published On: Aug 12, 2017 04:17 PM IST |   564

ପାଟନା: ରାଜ୍ୟସଭାରେ ସଂଯୁକ୍ତ ଜନତା ଦଳର ନେତା ପଦରୁ ଶରଦ୍ ଯାଦବଙ୍କୁ ହଟାଇ ଦିଆଯାଇଛି  । ବିହାର ମୁଖ୍ୟମନ୍ତ୍ରୀ ଦଳର ଅଧ୍ୟକ୍ଷ  ନୀତିଶ କୁମାର ଶରଦ ଯାଦବଙ୍କୁ ହଟାଇ ଆରସିପି ସିଂହଙ୍କୁ ରାଜ୍ୟସଭାରେ ନୂତନ ନେତା ଭାବେ ମନୋନୀତ କରିଛନ୍ତି  ।  ଏହି ମର୍ମରେ ଜେଡିୟୁ ପକ୍ଷରୁ ରାଜ୍ୟସଭା ଅଧ୍ୟକ୍ଷଙ୍କ ନିକଟକୁ ପତ୍ର ଲେଖାଯାଇଛି  । ଅନ୍ୟପକ୍ଷରେ ଗତକାଲି କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କଦ୍ୱାରା ଆହୂତ ବୈଠକରେ ଯୋଗଦେଇଥିବାରୁ ଦଳର ରାଜ୍ୟସଭା ସାଂସଦ  ଅଲୀ ଅନୱର ଆନସାରୀଙ୍କୁ ସଂସଦୀୟ ଦଳରୁ ନୀତିଶ କୁମାର ନିଲମ୍ବନ କରିଛନ୍ତି  ।

Tags:

Like Us

Breaking News

ତୃତୀୟ ଦିନିକିଆରେ ଶ୍ରୀଲଙ୍କାକୁ ୮ ୱିକେଟରେ ପରାସ୍ତ କରିବା ସହିତ ଭାରତ ୨-୧ରେ ଦିନିକିଆ ସିରିଜ ବିଜୟୀ । ବିଶାଖାପାଟଣା ଦିନିକିଆରେ ଭାରତକୁ ୨୧୬ ରନ୍‌ ଟାର୍ଗେଟ ଦେଲା ଶ୍ରୀଲଙ୍କା କଟକ: ଟିକେଟ୍ ବିକ୍ରିକୁ ନେଇ ବାରବାଟୀରେ ଉତ୍ତେଜନା ବାଲେଶ୍ବର: ସୋର ଛପୋଲିଆରେ ଦୁର୍ଘଟଣା. ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ହେଲପର