ମୁଣ୍ଡବିନ୍ଧାର କାରଣ ଓ ନିରାକରଣ

.

Published On: Aug 12, 2017 02:49 PM IST | Updated On: Aug 12, 2017 05:26 AM IST   1277

ମୁଣ୍ଡବିନ୍ଧାର କାରଣ ଓ ନିରାକରଣ

ଦୈନନ୍ଦିନ ବ୍ୟସ୍ତବହୁଳ ଜୀବନରେ ମାନସିକ ଦୁଶ୍ଚିନ୍ତା, ଟେନସନ୍ ଯୋଗୁଁ  ଅନେକ ବ୍ୟକ୍ତି ମୁଣ୍ଡବିନ୍ଧା ରୋଗରେ ଆକ୍ରାନ୍ତ। ଏହା ବ୍ୟତୀତ ଉଚ୍ଚ ରକ୍ତଚାପ, ରାତି ଅନିଦ୍ରା, ଅମ୍ଳ, ପେଟଯନ୍ତ୍ରଣା, ନାଶାବିବର ଶୋଥ ବା ସାଇନୋସାଇଟିସ୍ ଯୋଗୁଁ ମଧ୍ୟ ମୁଣ୍ଡବିନ୍ଧା ହୁଏ। ପ୍ରଚୁର ପାଣି ପିଇବା ସହ ବିଶ୍ରାମ କଲେ ଏଥିରୁ ସାମାନ୍ୟ ଆଶ୍ୱସ୍ତି ମିଳେ।

 

ଅଦାରସ ସହ ଲେମ୍ବୁ ମିଶାଇ ପିଇଲେ କି ନାଲି ଚାରେ ଅଦାରସ ମିଶାଇ ପିଇଲେ ରକ୍ତସଂଞ୍ଚାଳନ ଠିକ ହୋଇଥାଏ ଓ ମୁଣ୍ଡ ବିନ୍ଧାରୁ ଉପଶମ ମିଳିଥାଏ।

 

ପିପରମେଣ୍ଟ କିମ୍ବା ପିପରମେଣ୍ଟ ତେଲକୁ ମୁଣ୍ଡରେ ମାଲିସ କରିବା ସହ ଉଷମ ପାଣିରେ ଅଳ୍ପ ମିଶାଇ ପିଇଲେ ମୁଣ୍ଡ ବିନ୍ଧା ଭଲ ହୋଇଥାଏ।

 

ଡାଲଚିନକୁ ଗୁଣ୍ଡ କରି ଏହାର ଲେପ କରି କପାଳରେ ଲଗାଇଲେ ମୁଣ୍ଡବିନ୍ଧା ଭଲ ହୁଏ।

 

ଦୁଇ ତିନୋଟି ତୁଳସୀ ପତ୍ରକୁ ଉଷମ ପାଣିରେ ପକାଇ ଏହାକୁ ପିଇଲେ ମୁଣ୍ଡ ବିନ୍ଧା ଭଲ ହୁଏ। 

 

 ଯଦି ମୁଣ୍ଡ ବିନ୍ଧା ଲାଗି ରହେ ଏ ଭଲ ହୁଏ ନାହିଁ ଡାକ୍ତର କିମ୍ବା ଆୟୁର୍ବେଦ ବିଶେଷଜ୍ଞଙ୍କ ପରାମର୍ଶରେ ଔଷଧ ସେବନ କଲେ ଏହି ରୋଗରୁ ଆରୋଗ୍ୟ ମିଳେ।

 

Tags:

Related News

Like Us

ବିଗ୍‌ ନିଉଜ

ଏଣ୍ଟରଟେନମେଣ୍ଟ

Breaking News

ସୁନ୍ଦରଗଡ: ବୀରମିତ୍ରପୁର ଯଲଙ୍ଗବିରା ବିଦ୍ୟାଳୟର ଛାତ ମରାମତି ବେଳେ ଛାତରୁ ପଡି ଜଣେ ଶ୍ରମିକର ମୃତ୍ୟୁ ଓ ଅନ୍ୟ ଜଣେ ଆହତ । ସ୍ଥାନିୟ ଅଂଚଳରେ ଉତ୍ତେଜନା। | ଯାଜପୁର/ଅନୁଗୋଳ : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜରି ଗ୍ରାମର ଦୁଇ ଝିଅ ଖରସ୍ରୋତା ନଦୀରେ ନିଖୋଜ । ସେହିପରି ତାଳଚେରଠାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ବାଳକ ମୃତ । | ସି-ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ । | ସୁନ୍ଦରଗଡ: ସେଲ ଅଧ୍ୟକ୍ଷଙ୍କ ରାଉରକେଲାଗସ୍ତ ସମୟରେ ବିଭିନ୍ନ ଦାବି ନେଇ ବିକ୍ଷୋଭ | ସିସୋର ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ | ଭୁବନେଶ୍ୱର ଆଇଆଇଟିରେ ଛାତ୍ରୀଙ୍କୁ ପ୍ରଫେସରଙ୍କ ଯୌନ ନିର୍ଯ୍ୟାତନା | ମହିଳା ମାଓବାଦୀଙ୍କ ଆତ୍ମସର୍ମପଣ | କଟକ:ଏସିବିର ବାୟୋକେମିଷ୍ଟ୍ରି ଓ ଫିଜିଓଲୋଜି ବିଭାଗରେ ସଟସର୍କିଟ କାରଣରୁ ଅଗ୍ନୀକାଣ୍ଡ | ‘ଆଉଟଲୁକ’ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ପ୍ରଶାସକ ଭାବେ ବିବେଚିତ, ‘ଆଉଟଲୁକ’ ସର୍ବେକ୍ଷଣର ୬ନମ୍ବର ତାଲିକାରେ ଅଛନ୍ତି ନବୀନ ପଟ୍ଟନାୟକ | ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |