ନର୍ମାଲ ଡେଲିଭେରି ଚାହୁଁଞ୍ଚନ୍ତି କି ? ଗର୍ଭାବସ୍ଥାରେ କରିବାକୁ ଭୁଲନ୍ତୁନି ଏହି କାମ

ନର୍ମାଲ ଡେଲିଭେରି ଚାହୁଁଞ୍ଚନ୍ତି କି ? ଗର୍ଭାବସ୍ଥାରେ କରିବାକୁ ଭୁଲନ୍ତୁନି ଏହି କାମ

Published On: Aug 12, 2017 02:03 AM IST | Updated On: Aug 11, 2017 04:33 PM IST   2321

ନର୍ମାଲ ଡେଲିଭେରି ଚାହୁଁଞ୍ଚନ୍ତି କି ? ଗର୍ଭାବସ୍ଥାରେ କରିବାକୁ ଭୁଲନ୍ତୁନି ଏହି କାମ

Copy Editor

ଗର୍ଭାବସ୍ଥାରେ ବ୍ୟାୟାମ କରିବା ଗର୍ଭସ୍ଥ ଶିଶୁ ପାଇଁ ଉପକାରୀ ଅଟେ । ଏହାଦ୍ୱାରା ନର୍ମାଲ ଡେଲିଭେରି ହେବାର ସୁଯୋଗ ମଧ୍ୟ ଅଧିକ ଥାଏ । ଏକ ସର୍ବେକ୍ଷଣରୁ ଜଣା ପଡିଛିଯେ  ଗର୍ଭବତୀ ମହିଳା ମାନେ ବ୍ୟାୟାମ ଓ ପୃଷ୍ଟିକର ଖାଦ୍ୟ ଖାଇବା ଦ୍ୱାରା ସାଧାରଣତଃ ସେମାନଙ୍କର ନର୍ମାଲ ଡେଲିଭେରି ବା (ସାଧାରଣ ପ୍ରସବ ) ହୋଇଥାଏ ।

 ତେବେ ଆସନ୍ତୁ ଜାଣିବା ଗର୍ଭାବସ୍ଥାରେ କଣ ନକରିବା ଉଚିତ 

୧) ଅଧିକ ତେଲ ମସଲାଯୁକ୍ତ  ଖାଦ୍ୟ ଖାଆନ୍ତୁ ନାହିଁ ।

୨) ଅଧିକ ଚିନିଯୁକ୍ତ ଖାଦ୍ୟ  ଖାଆନ୍ତୁ ନାହିଁ ।

୩) କୋଲ୍ଡ ଡି୍ରଙ୍କସ ତଥା ଡବାଯୁକ୍ତ ଖାଦ୍ୟଠାରୁ ଦୂରରେ ରୁହନ୍ତୁ ।

 

କଣ କରିବା ଉଚିତ

୧) ଗର୍ଭାବସ୍ଥାରେ ମହିଳା ମାନେ କମ ସେ କମ ୩୦ମିନିଟ ଏରୋବିକ୍ସ ଏକ୍ସରସାଇଜ କରିବା ଉଚିତ । ତେବେ ଦେହ ଭଲ ନ ଲାଗିଲେ ଏହା ବନ୍ଦ କରିଦେବା ଉଚିତ ।

୨)ଗର୍ଭାବସ୍ଥା ସମୟରେ ଯୋଗ କରିବା ବହୁତ ଉପକାରୀ ଅଟେ ।

୩) ଗର୍ଭବସ୍ଥା ସମୟରେ ପ୍ରଚୁର ପରିମାଣରେ ଫଳ ଓ ସବୁଜ ପନିପରିବା ଖାଇବା ଉଚିତ , ହେଲେ ଏ ସବୁ ଭଲ ଭାବରେ ପରିଷ୍କାର ହୋଇଥିବା ଆବଶ୍ୟକ ।

Tags:

Related News

Like Us

ବିଗ୍‌ ନିଉଜ

ଏଣ୍ଟରଟେନମେଣ୍ଟ

Breaking News

ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ | ମୁଁ ସୁସ୍ଥ ଅଛି , ମୋ ଅସୁସ୍ଥତା ନେଇ ଗୁଜବ ପ୍ରଚାର ଚାଲିଛି : ମୁଖ୍ୟମନ୍ତ୍ରୀ | ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ଆଜି ଦିଲ୍ଲୀ ଗସ୍ତ ,ଆଇଓସିଏଲ ଓ ପାରାଦୀପ ରିଫାଇନାରୀ ସମ୍ବନ୍ଧରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ | ବିଦ୍ୟୁତ୍ ଶୁଳ୍କ ସର୍ମ୍ପକରେ ଓଇଆରସିଙ୍କ ଶୁଣାଣି | ତୁଷରା : ବଲାଙ୍ଗିର ଜିଲା ତୁଷରା ଥାନା କନଷ୍ଟେବଳଙ୍କ ଆତ୍ମହତ୍ୟା । ଥାନା ପରିସରରେ ଥିବା ଏକ କୂଅରେ ରଶି ଲଗାଇ କନଷ୍ଟେବଳ ଜୋସେଫ କିସପୋଟା ଆତ୍ମହତ୍ୟା କରିଛନ୍ତି । | ରାଇରଂଗପୁର : ରାଇରଂଗପୁଲ ଉଚ୍ଚବିଦ୍ୟାଳୟର ଏକ ୮ମ ଶ୍ରେଣୀ ଛାତ୍ର ବିଷ ଖାଇ ଆତ୍ମହତ୍ୟା କରିଛି । ଆତ୍ମହତ୍ୟାର କାରଣ ଜଣାପଡ଼ିନି । ମୃତ ଛାତ୍ରର ଘର ଟାଙ୍ଗାବିଲ ଗ୍ରାମରେ ବୋଲି ଜାଣିବାକୁ ମିଳିଛି । |