ମନପସନ୍ଦ ସାଥୀଙ୍କୁ ବିବାହ କରିବାକୁ ଚାହାଁନ୍ତି କି? ରାଶି ଅନୁସାରେ କରନ୍ତୁ ଏହି ଉପାୟ

ରାଶି ଅନୁସାରେ କରନ୍ତୁ ଏହି ଉପାୟ

Published On: Aug 10, 2017 02:54 PM IST | Updated On: Aug 10, 2017 05:26 AM IST   3786

ମନପସନ୍ଦ ସାଥୀଙ୍କୁ ବିବାହ କରିବାକୁ ଚାହାଁନ୍ତି କି? ରାଶି ଅନୁସାରେ କରନ୍ତୁ ଏହି ଉପାୟ

 

ମେଷ: ମହାଦେବ ଶିବଙ୍କୁ ରେଶମୀ ବସ୍ତ୍ର ସହ ପଞ୍ଚାମୃତ ଅର୍ପଣ କରନ୍ତୁ। 

 

ବୃଷ: ଶିବ ଏବଂ ପାର୍ବତୀଙ୍କୁ ଗୋଲାପ ଫୁଲ ଅର୍ପଣ କରନ୍ତୁ।

 

ମିଥୁନ: ମା ପାର୍ବତୀଙ୍କୁ ହଳଦୀ ଓ ମହାଦେବ ଶିବଙ୍କୁ ଧଳା ଚନ୍ଦନ ଅର୍ପଣ କରନ୍ତୁ। ଏହା ସହ ହଳଦୀଆ ବସ୍ତ୍ର ପରିଧାନ କରନ୍ତୁ।

 

କର୍କଟ: ମହାଦେବ ଶିବଙ୍କୁ ପୂଜା କରିବା ସହ ନମଃ ଶିବାୟ ଜପ କରନ୍ତୁ।

 

ସିଂହ: ଶିବ ପାର୍ବତୀଙ୍କୁ ହଳଦିଆ ଫୁଲର ମାଳ ଅର୍ପଣ କରନ୍ତୁ।

 

କନ୍ୟା: ଭଗବାନ ଶିବଙ୍କୁ ବେଲ ପତ୍ର ଅର୍ପଣ କରିବା ସହ ମେହେନ୍ଦି ଲଗାନ୍ତୁ।

 

ତୁଳା: ଶିବ ମନ୍ଦିରରେ ପଞ୍ଚାମୃତ ଅର୍ପଣ କରିବା ସହ ଦରିଦ୍ରଙ୍କୁ ଦାନ କରନ୍ତୁ। 

 

ବିଛା: ଶିବ ମନ୍ଦିରରେ ଦୁର୍ଗା ଅର୍ପଣ କରନ୍ତୁ ଏବଂ ହଳଦୀଆ ବସ୍ତ୍ର ପାରଧାନ କରନ୍ତୁ।

 

ଧନୁ: ଶିବ ପାର୍ବତୀଙ୍କୁ ସୁଗନ୍ଧିତ ଫୁଲ ଅର୍ପଣ କରିବା ସହ ନାଲି ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ। 

 

ମକର: ଶିବ ମନ୍ଦିରରେ ଘିଅରେ ଦୀପ ଜଳାଇବା ସହ ଶିବଲିଙ୍ଗରେ ଧଳା ଚନ୍ଦନ ଲଗାନ୍ତୁ।

 

କୁମ୍ଭ: ଗୋଲାପି ରଙ୍ଗର ବସ୍ତ୍ର ପରିଧାନ କରିନ୍ତୁ। ଭଗବାନ ଶିବଙ୍କୁ ଧଳା ଫୁଲ ଅର୍ପଣ କରି ପୂଜା କରନ୍ତୁ।

 

ମୀନ: ଶିବ ଓ ପାର୍ବତୀଙ୍କୁ ହଳଦିଆ ରଙ୍ଗର ବସ୍ତ୍ର ଅର୍ପଣ କରନ୍ତୁ।

 

 

Tags:

Related News

Like Us

ବିଗ୍‌ ନିଉଜ

ଏଣ୍ଟରଟେନମେଣ୍ଟ

Breaking News

ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ | ମୁଁ ସୁସ୍ଥ ଅଛି , ମୋ ଅସୁସ୍ଥତା ନେଇ ଗୁଜବ ପ୍ରଚାର ଚାଲିଛି : ମୁଖ୍ୟମନ୍ତ୍ରୀ | ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ଆଜି ଦିଲ୍ଲୀ ଗସ୍ତ ,ଆଇଓସିଏଲ ଓ ପାରାଦୀପ ରିଫାଇନାରୀ ସମ୍ବନ୍ଧରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ | ବିଦ୍ୟୁତ୍ ଶୁଳ୍କ ସର୍ମ୍ପକରେ ଓଇଆରସିଙ୍କ ଶୁଣାଣି | ତୁଷରା : ବଲାଙ୍ଗିର ଜିଲା ତୁଷରା ଥାନା କନଷ୍ଟେବଳଙ୍କ ଆତ୍ମହତ୍ୟା । ଥାନା ପରିସରରେ ଥିବା ଏକ କୂଅରେ ରଶି ଲଗାଇ କନଷ୍ଟେବଳ ଜୋସେଫ କିସପୋଟା ଆତ୍ମହତ୍ୟା କରିଛନ୍ତି । | ରାଇରଂଗପୁର : ରାଇରଂଗପୁଲ ଉଚ୍ଚବିଦ୍ୟାଳୟର ଏକ ୮ମ ଶ୍ରେଣୀ ଛାତ୍ର ବିଷ ଖାଇ ଆତ୍ମହତ୍ୟା କରିଛି । ଆତ୍ମହତ୍ୟାର କାରଣ ଜଣାପଡ଼ିନି । ମୃତ ଛାତ୍ରର ଘର ଟାଙ୍ଗାବିଲ ଗ୍ରାମରେ ବୋଲି ଜାଣିବାକୁ ମିଳିଛି । |