ଅଢ଼େଇ ଘଣ୍ଟା ବିଳମ୍ବରେ ଉଠିଲା ଲିଙ୍ଗରାଜଙ୍କ ମହାଦୀପ

.

Copy Editor RRM | Published On: Feb 15, 2018 01:36 AM IST |   599

ଭୁବନେଶ୍ୱର: ନିର୍ଦ୍ଧାରିତ ସମୟଠାରୁ ଅଢ଼େଇ ଘଣ୍ଟା ବିଳମ୍ବରେ ଉଠିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଦୀପ। ଲକ୍ଷାଧିକ ଭକ୍ତଙ୍କ ଅପେକ୍ଷାର ଅନ୍ତଃ ଘଟାଇ ରାତି ୧୨ଟା ୩୦ରେ ମହାଦୀପ ଉଠିଲା। ମହାଶିବରାତ୍ରି ଅବସରରେ ସକାଳୁ ଶୈବପୀଠ ଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ମହାଦୀପ ଉଠିବା ପରେ ଶ୍ରଦ୍ଧାଳୁମାନେ ବ୍ରତ ଭଙ୍ଗ କରିଥିଲେ।

Tags:

Like Us

Breaking News

କଟକ: ଶିଶୁଭବନରେ ଉତ୍ତେଜନା, ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ରୋଗୀ ସେବା ବ୍ୟାହାତ ବ୍ରହ୍ମପୁର: ସାନ ରାମଚନ୍ଦ୍ର ପୁର ବାହାର ଭାଟି ମହୁଲ ମଦ ଦୋକାନରୁ ଡ଼କାୟତି, ମାଉଜର ଦେଖାଇ ଲଖ୍ୟାଧିକ ଟଙ୍କା ଲୁଟ୍ ଅଭିଯୋଗ ମୁମ୍ବାଇ: ଦିନ ୨ଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର କେନ୍ଦୁଝର: ବସ୍ ଓଲଟି ପଡି ୨୦ ଜଣ ଯାତ୍ରୀ ଆହତ