୫୦ କୋଟି ଟପିଲା ‘ପ୍ୟାଡମ୍ୟାନ’ର ଆୟ

୫୦ କୋଟି ଟପିଲା ‘ପ୍ୟାଡମ୍ୟାନ’ର ଆୟ

Copy Editor AH | Published On: Feb 14, 2018 07:42 PM IST |   385


ମୁୁମ୍ବଇ : ଅକ୍ଷୟ କୁମାର ଅଭିନୀତ ସାମାଜିକ ଚେତନାଧର୍ମୀ ଫିଲ୍ମ ‘ପ୍ୟାଡମ୍ୟାନ’ର ଆୟ ୫୦ କୋଟି ଅତିକ୍ରମ କରିଛି। ଗତ ୯ ତାରିଖରେ ରିଲିଜ ଯୋଇଥିବା ଏହି ଫିଲ୍ମଟି ୫ ଦିନ ମଧ୍ୟରେ ୫୨.୦୪ କୋଟି ଟଙ୍କାର କାରବାର କରିଛି।


‘ପ୍ୟାଡମ୍ୟାନ’ ରିଲିଜର ପ୍ରଥମ ଦିନରେ ୧୦.୨୬ କୋଟି ଟଙ୍କା ଆୟ କରିଥିବା ବେଳେ ୨ଦିନ ୧୩.୬୮ କୋଟି ଏବଂ ରବିବାର ୩ୟ ଦିନରେ ସର୍ବାଧିକ ୧୬.୧୧ କୋଟି ଟଙ୍କାର କାରବାର କରିଥିଲା। ତେବେ ସୋମବାର ୪ର୍ଥ ଦିନ ୫.୮୭ କୋଟି ଏବଂ ୫ମ ଦିନରେ ୬.୧୨ କୋଟି ଟଙ୍କାର ବ୍ୟବସାୟ କରିଛି। ଆର. ବାଲ୍‌କୀଙ୍କ ନିର୍ଦେଶିତ ‘ପ୍ୟାଡମ୍ୟାନ’ ଆଗକୁ ଭଲ ଆୟ କରିବ ବୋଲି ଆଶା କରାଯାଏ।

Tags:

Like Us

Breaking News

କଟକ: ଶିଶୁଭବନରେ ଉତ୍ତେଜନା, ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ରୋଗୀ ସେବା ବ୍ୟାହାତ ବ୍ରହ୍ମପୁର: ସାନ ରାମଚନ୍ଦ୍ର ପୁର ବାହାର ଭାଟି ମହୁଲ ମଦ ଦୋକାନରୁ ଡ଼କାୟତି, ମାଉଜର ଦେଖାଇ ଲଖ୍ୟାଧିକ ଟଙ୍କା ଲୁଟ୍ ଅଭିଯୋଗ ମୁମ୍ବାଇ: ଦିନ ୨ଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର କେନ୍ଦୁଝର: ବସ୍ ଓଲଟି ପଡି ୨୦ ଜଣ ଯାତ୍ରୀ ଆହତ