ବିଦ୍ୟୁତ୍ ତାର ଲାଗି ହାତୀ ମୃତ

ବିଦ୍ୟୁତ୍ ତାର ଲାଗି ହାତୀ ମୃତ

Copy Editor RKD | Published On: Feb 12, 2018 07:15 PM IST |   41

ଅନୁଗୋଳ : ଅନୁଗୋଳ ବନ୍ତଳା ରେଞ୍ଜ ଜୁକୁବୁ ନିକଟରେ ଏକ ଦନ୍ତାହାତୀର ମୃତ ଦେହ ଉଦ୍ଧାର କରାଯାଇଛି । ବାର୍ହା ଶିକାର ପାଇଁ ତାର ବିଛା ଯାଇଥିବା ବେଳେ ଏହି ତାର ସଂସ୍ପର୍ଶରେ ଆସି ଦନ୍ତାହାତୀଟିର ମୃତ୍ୟୁ ହୋଇଥିବା କୁହାଯାଉଛି ।

Tags:

Like Us

Breaking News

କଟକ: ଶିଶୁଭବନରେ ଉତ୍ତେଜନା, ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ରୋଗୀ ସେବା ବ୍ୟାହାତ ବ୍ରହ୍ମପୁର: ସାନ ରାମଚନ୍ଦ୍ର ପୁର ବାହାର ଭାଟି ମହୁଲ ମଦ ଦୋକାନରୁ ଡ଼କାୟତି, ମାଉଜର ଦେଖାଇ ଲଖ୍ୟାଧିକ ଟଙ୍କା ଲୁଟ୍ ଅଭିଯୋଗ ମୁମ୍ବାଇ: ଦିନ ୨ଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର କେନ୍ଦୁଝର: ବସ୍ ଓଲଟି ପଡି ୨୦ ଜଣ ଯାତ୍ରୀ ଆହତ