ରଣବୀର ନୁହଁନ୍ତି; ଆଲିୟାଙ୍କ ନୂଆ ସାଥୀ କେଭିନ

.

Copy Editor RRM | Published On: Feb 09, 2018 09:39 PM IST |   425

ମୁମ୍ବଇ: ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହ ପ୍ରେମ ସମ୍ପର୍କ ଛିନ୍ନ ପରେ ସୁନ୍ଦରୀ ଆଲିୟା ଭଟ୍ଟଙ୍କୁ ମିଳିଯାଇଛି ନୂଆ ସାଥୀ । ମିଡ୍‌ ଡେ’ ରିପୋର୍ଟ ମୁତାବକ ବିଶିଷ୍ଟ ବ୍ୟବସାୟୀ ସୁନୀଲ ମିତ୍ତଲଙ୍କ ପୁଅ କେଭିନ ମିତ୍ତଲଙ୍କ ସହ ଆଜିକାଲି ଡେଟ୍‌ରେ ଯାଉଛନ୍ତି ଆଲିୟା । ଗତ କିଛିଦିନ ତଳେ ରଣବୀର କପୁରଙ୍କ ସହ ଆଲିୟାଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ରଣବୀର ନୁହଁନ୍ତି ବରଂ କେଭିନଙ୍କୁ ପ୍ରେମ କରୁଛନ୍ତି ଏହି ସୁନ୍ଦରୀ ଅଭିନେତ୍ରୀ । ସୂଚନାଯୋଗ୍ୟ, ୨୦୧୭ ବିଶ୍ୱ ଅର୍ଥନୈିତକ ଫୋରମ୍‌ କାର୍ଯ୍ୟକ୍ରମ ସମୟରେ ଆଲିୟା ଓ କେଭିନ ପ୍ରଥମଥର ପାଇଁ ସାକ୍ଷାତ ହୋଇଥିଲେ । ପରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଯାଇଛି ।

Tags:

Like Us

Breaking News

କଟକ: ଶିଶୁଭବନରେ ଉତ୍ତେଜନା, ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ରୋଗୀ ସେବା ବ୍ୟାହାତ ବ୍ରହ୍ମପୁର: ସାନ ରାମଚନ୍ଦ୍ର ପୁର ବାହାର ଭାଟି ମହୁଲ ମଦ ଦୋକାନରୁ ଡ଼କାୟତି, ମାଉଜର ଦେଖାଇ ଲଖ୍ୟାଧିକ ଟଙ୍କା ଲୁଟ୍ ଅଭିଯୋଗ ମୁମ୍ବାଇ: ଦିନ ୨ଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର କେନ୍ଦୁଝର: ବସ୍ ଓଲଟି ପଡି ୨୦ ଜଣ ଯାତ୍ରୀ ଆହତ