ଭାଲେଣ୍ଟାଇନ୍ସ ଡେ ରେ ମିଳିବ ଏହି ୬ଟି ରାଶିକୁ ପ୍ରକୃତ ପ୍ରେମ

.

Published On: Feb 09, 2018 04:35 PM IST | Updated On: Feb 09, 2018 04:36 PM IST |   2372

ମେଷ: ଏହି ବର୍ଷ ମେଷ ରାଶିର ଲୋକମାନଙ୍କ ଜୀବନରେ ପ୍ରେମ ଭରି ରହିବ । ଏକାକୀ ରହୁଥିବା ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଜୀବନ ସାଥୀ ମିଳିବାର ବହୁତ ସମ୍ଭାବନା ରହିଛି ।

ମିଥୁନ: ଭାଲେଣ୍ଟାଇନ୍ସ ଡେ ମିଥୁନ ରାଶିର ଲୋକମାନଙ୍କ ପାଇଁ ବହୁତ ଖାସ୍ ହୋଇପାରେ । କାରଣ ଏହି ଦିନ ପୁରୁଣା ବନ୍ଧୁମାନଙ୍କ ସହ ସାକ୍ଷାତ ହୋଇପାରେ ।

କନ୍ୟା: ଫେବୃଆରୀ ୧୪ ବା ପ୍ରେମ ଦିବସରେ କନ୍ୟା ରାଶିର ଲୋକଙ୍କ ଜୀବନରେ କେହି ଜଣେ ଖାସ୍ ଲୋକର ପ୍ରବେଶ ହୋଇପାରେ । ଯିଏ ଏମାନଙ୍କ ଜୀବନରେ ଖୁସି ଦୁଇ ଗୁଣ କରିବ । ପ୍ରେମ ସଫଳତା ହେବାର ମଧ୍ୟ ବହୁତ ସମ୍ଭାବନା ରହିଛି ।

ତୁଳା: ଜ୍ୟୋତିଷ ଅନୁଯାୟୀ ଏହି ଭାଲେଣ୍ଟାଇନ୍ସ ଡେ ରେ ଏହି ରାଶିର ଲୋକଙ୍କୁ ପୁରୁଣା ପ୍ରେମ ମିଳିପାରେ ।

ବିଛା: ବିଛା ରାଶିର ଲୋକମାନଙ୍କୁ ବହୁତ ପ୍ରପୋଜାଲ ମିଳିବ । ଏହି ବର୍ଷ ଆପଣଙ୍କ ଜୀବନରେ ବହୁତ ଖାସ୍ ଲୋକ ଆସିବେ । ଏହି ଭାଲେଣ୍ଟାଇନ୍ସ ଡେ ରେ କେହି ପ୍ରପୋଜ କରିପାରେ ।

ସିଂହ: ବୈବାହିକ ଜୀବନ ସହ ବ୍ୟାପାର ବାଣିଜ୍ୟ ପାଇଁ ମଧ୍ୟ ଏହି ବର୍ଷ ଖସ୍ ରହିବ । ନୂତନ କାର୍ଯ୍ୟରେ ଆପଣଙ୍କ ଜୀବନ ସାଥୀ ଆପଣଙ୍କୁ ସାହାର୍ଯ୍ୟ କରିବେ ।

Tags:

Like Us

Breaking News

କଟକ: ଶିଶୁଭବନରେ ଉତ୍ତେଜନା, ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ରୋଗୀ ସେବା ବ୍ୟାହାତ ବ୍ରହ୍ମପୁର: ସାନ ରାମଚନ୍ଦ୍ର ପୁର ବାହାର ଭାଟି ମହୁଲ ମଦ ଦୋକାନରୁ ଡ଼କାୟତି, ମାଉଜର ଦେଖାଇ ଲଖ୍ୟାଧିକ ଟଙ୍କା ଲୁଟ୍ ଅଭିଯୋଗ ମୁମ୍ବାଇ: ଦିନ ୨ଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର କେନ୍ଦୁଝର: ବସ୍ ଓଲଟି ପଡି ୨୦ ଜଣ ଯାତ୍ରୀ ଆହତ