ବଜେଟରେ କ’ଣ ଶସ୍ତା ଓ କ’ଣ ମହଙ୍ଗା

.

Published On: Feb 01, 2018 06:10 PM IST |   1513

ନୂଆଦିଲ୍ଲୀ: ୨୦୧୮ ଆର୍ଥିକ ବର୍ଷରେ ବଜେଟ୍‌ରେ ସାଧାରଣ ଲୋକ ଆଶ୍ୱସ୍ତି ହେବାପରେ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ।  ବଜେଟରେ ଶ୍ରବଣ ଯନ୍ତ୍ର, କାଜୁ, ହେଲଥ କେୟାର ଓ ସୋଲାର ପ୍ୟାନେଲ ଶସ୍ତା ହୋଇଛି  ।

କଣ ମହଙ୍ଗା

ବିଦେଶରୁ ଆସୁଥିବା ଲକସରୀ କାର ମହଙ୍ଗା ହୋଇଛି । ସେହିପରି ଫୁଡ ପ୍ରୋସେସିଙ୍ଗ ଓ ବେଦ୍ୟୁତିକ ସମାଗ୍ରୀରେ ସୀମା ଶୁଳ୍କ ବୃଦ୍ଧି କରାଯାଇଛି । ବିଦେଶରୁ ଆମଦାନୀ ହେଉଥିବା ମୋବାଇଲ ଓ ଟିଭିର ଦାମ ବୃଦ୍ଧି ହେବ ।

ଟିଭିର ଦାମ ୫ ପ୍ରତିଶତ ବୃଦ୍ଧି ପାଇବ ।

ମୋବାଇଲ ଦାମ ୫ ପ୍ରତିଶତ ବୃଦ୍ଧି ପାଇବ ।

ଫୋନ ବ୍ୟାଟେରୀ ଦାମ ୫ ପ୍ରତିଶତ ବୃଦ୍ଧି ପାଇବ ।

ସୁନା ଦାମପରେ ୫ ପ୍ରତିଶ ବୃଦ୍ଧି ପାଇବ ।

Tags:

Like Us

Breaking News

କଟକ: ଶିଶୁଭବନରେ ଉତ୍ତେଜନା, ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ରୋଗୀ ସେବା ବ୍ୟାହାତ ବ୍ରହ୍ମପୁର: ସାନ ରାମଚନ୍ଦ୍ର ପୁର ବାହାର ଭାଟି ମହୁଲ ମଦ ଦୋକାନରୁ ଡ଼କାୟତି, ମାଉଜର ଦେଖାଇ ଲଖ୍ୟାଧିକ ଟଙ୍କା ଲୁଟ୍ ଅଭିଯୋଗ ମୁମ୍ବାଇ: ଦିନ ୨ଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର କେନ୍ଦୁଝର: ବସ୍ ଓଲଟି ପଡି ୨୦ ଜଣ ଯାତ୍ରୀ ଆହତ