ମହାରାଷ୍ଟ୍ର ପୁଲିସର ଏଟିଏସ୍‌ ଦ୍ୱାରା ୭ ସନ୍ଦିଗ୍ଧ ମାଓବାଦୀ ଗିରଫ

ମହାରାଷ୍ଟ୍ର ପୁଲିସର ଏଟିଏସ୍‌ ଦ୍ୱାରା ୭ ସନ୍ଦିଗ୍ଧ ମାଓବାଦୀ ଗିରଫ

Copy Editor AH | Published On: Jan 14, 2018 04:50 PM IST |   60

ମୁୁମ୍ବଇ : ମହାରାଷ୍ଟ୍ର ପୁଲିସର ଆତଙ୍କବାବାଦୀ ବିରୋଧୀ ସ୍କ୍ୱାଡ୍‌ ଏଟିଏସ୍‌  ରବିବାର ୭ଜଣ ସନ୍ଦିଗ୍ଧ ମାଓବାଦୀଙ୍କୁ ଗିରଫ କରିଛି । ମହାରାଷ୍ଟ୍ର-ଗୁଜରାଟରେ ମାଓବାଦ ପ୍ରଚାର ପାଇଁ ଗଠିତ ଗୋଲ୍‌ଡେନ୍‌ କରିଡ଼ର କମିଟି ପାଇଁ ଏହି ସନ୍ଦିଗ୍ଧ ମାଓବାଦୀମାନେ କାମ କରୁଥିବା କୁହାଯାଉଛି । ମୁମ୍ବାଇର ପୂର୍ବାଞ୍ଚଳ ସହରତଳୀ ଅଞ୍ଚଳରେ କମ୍ବଂ ବେଳେ ସେମାନଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । 

ଗିରଫ ହେଇଥିବା ମାଓବାଦୀମାନେ ତେଲେଙ୍ଗାନାର ଏବଂ ସିପିଆଇ ମାଓବାଦୀ ଗୋଷ୍ଠୀ ସହ ଜଡିତ ବୋଲି ସ୍ୱୀକାକାର କରିଛନ୍ତି । ସେମାନଙ୍କୁ କୋର୍ଟରେ ହାଜର କରାଯିବା ପରେ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ଏଟିଏସ୍‌ ହାଜତକୁ ପଠାଇ ଦିଆଯାଇଛି ।

Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।