ମକର ସଂକ୍ରାନ୍ତିରେ ବନାନ୍ତୁ ମକର ଚାଉଳ

.

Published On: Jan 14, 2018 01:46 PM IST | Updated On: Jan 14, 2018 01:47 PM IST |   261

ଆବଶ୍ୟକୀୟ ସାମଗ୍ରୀ: ଅରୁଆ ଚାଉଳ, ଗୁଡ, ଛେନା, ନଡିଆ କୋରା, କଦଳୀ, ସେଉ, କମଳା, ଅଙ୍ଗୁର, ଡାଳିମ୍ବ, କ୍ଷୀର, ଛେଚା ଅଦା, ଗୁଜୁରାତି ଓ ଗୋଲମରିଚ ଗୁଣ୍ଡ 

ପ୍ରସ୍ତୁତ ପ୍ରଣାଳୀ: ପୂର୍ବ ଦିନ ରାତିରୁ ଅରୁଆ ଚାଉଳକୁ ଭିଜେଇ ରଖନ୍ତୁ । ପରେ ଏହି ଚାଉଳକୁ ପାଣିରୁ ଛାଣି ଆଣି ଅଳ୍ପ ଗୁଣ୍ଡ କରି ଏକ ପାତ୍ରରେ ରଖନ୍ତୁ । ଏବେ ସେଥିରେ ଗୁଡ, କ୍ଷୀର ବା ଦହି ଛେନା, ନଡିଆ କୋରା, କ୍ଷୀର ଓ କଦଳୀକୁ ଚକଟି ପକାଇ ଗୋଳାଇ ଦିଅନ୍ତୁ । ସେଥିରେ ଛୋଟ ଛୋଟ କଟା ସେଉ, କମଳା, ଅଙ୍ଗୁର ଡାଳିମ୍ବ, ଛେଚା ଅଦା, ଗୁଜୁରାତି ଓ ଗୋଲମରିଚ ଗୁଣ୍ଡ ପକାଇ ଭଲ ଭାବରେ ମିଶାଇ ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ମକର ଚାଉଳ ।  

Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।