ଟ୍ରଲର ଧକ୍କାରେ ଡଙ୍ଗା ବୁଡିଲା, ଅଳ୍ପକେ ବର୍ତ୍ତିଲେ ୫ ମତ୍ସଜୀବୀ

.

Published On: Jan 14, 2018 12:26 PM IST |   93

କେନ୍ଦ୍ରାପଡ଼ା: ଏକ ବଡ ଧରଣର ଅଘଟଣରୁ ମତ୍ସ୍ୟଜୀବୀମାନେ ବର୍ତ୍ତି ଯାଇଛନ୍ତି । ମହାକାଳପଡାର ମାଦିଲି ମୁହାଁଣର ପ୍ରାୟ ୨୦ କିମି ଦୂରରେ ମତ୍ସ୍ୟଜୀବୀମାନେ ମାଛ ଧରୁଥିବା ବେଳେ ଏକ ଟ୍ରଲର ଧକ୍କା ଦେଇଥିଲା । ଫଳରେ ଡଙ୍ଗାଟି ଓଲଟି ପଡିଥିଲା କିନ୍ତୁ ନିକଟରେ ଥିବା ଅନ୍ୟ ମତ୍ସ୍ୟଜୀବୀମାନେ ସେମାନଙ୍କୁ ଉଦ୍ଧାର କରିଥିଲେ । ସେଥିରେ ଥିବା ୫ ମତ୍ସ୍ୟଜୀବୀ ମରଣ ମୁହଁରୁ ବର୍ତ୍ତି ଯାଇଥିବା ଜଣାପଡିଛି ।

Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।