ବିଶାଳ ଶିଶୁ ମହୋତ୍ସବ, ମୁଖ୍ୟମନ୍ତ୍ରୀଙ୍କ ସହ ଶିଶୁମାନଙ୍କ ଦେଶ ବନ୍ଦନା ଗାନ

.

Published On: Jan 14, 2018 11:52 AM IST | Updated On: Jan 14, 2018 11:53 AM IST |   165

ଭୁବନେଶ୍ବର: ଆଜି ମକର ସଂକ୍ରାନ୍ତି ଅବସରରେ ବରମୁଣ୍ଡା ପଡିଆରେ ବିଶାଳ ଶିଶୁ ମହୋତ୍ସବ ଆୟୋଜନ କରାଯାଇଛି । ଏହି ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟିତ କରିବା ସହ ଶିଶୁମାନଙ୍କ ସହ ସାମୂହିକ ଭାବରେ ଦେଶ ବନ୍ଦନା ଗାନ କରିଥିଲେ । ଏଥିରେ ରାଜ୍ୟର ପ୍ରାୟ ୫୦ ହଜାର ଛାତ୍ରଛାତ୍ରୀ ଯୋଗ ଦେଇ ବନ୍ଦେ ମାତରମ୍ ଓ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ ।  ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଦ୍ବାରା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

Tags:

Like Us

Breaking News

ସି ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ମିଳିଲା ଜାମିନ, ଜାମିନ ପ୍ରଦାନ କଲେ ଢେଙ୍କାନାଳ ଜିଲ୍ଲା ଜଜ୍‌ ବାଲେଶ୍ବର : ରେମୁଣା ଥାନା ଜଗନ୍ନାଥପୁର ଗାଁରେ ସ୍ବାମୀ ଜାଳିଦେଲା ସ୍ତ୍ରୀର ଘର । ବ୍ରହ୍ମପୁର: ନିଆଁରେ ଜଳିଗଲା ୯୦ ବଖରା ଘର ଜଗତସିଂହପୁର: ଭିଜିଲାନ୍ସ ଜାଲରେ କୁଜଙ୍ଗ ଆରଆଇ, ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ