ଆଜି ରସଗୋଲା ଦିବସ

.

Copy Editor RRM | Published On: Jan 14, 2018 01:21 AM IST |   170

ଭୁବନେଶ୍ୱର: ଜାନୁଆରୀ ୧୪ତାରିଖ ପବିତ୍ର ମକର ସଂକ୍ରାନ୍ତି ଅବସରରେ ଓଟିଭି ନେଟ୍‌ୱାର୍କ ଦ୍ୱାରା ଆୟୋଜନ କରାଯାଉଛି ରସଗୋଲା ଉତ୍ସବ । ଏହି ଉତ୍ସବ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ମୁୁ୍ୟନିସପାଲିଟି କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହେବ । ରସଗୋଲା କାରିଗରମାନେ ରସଗୋଲା ପ୍ରଦର୍ଶନ କରିବେ । ଏହି ଅବସରରେ ପୃଥିବୀରେ ସବୁଠାରୁ ବଡ଼ ରସଗୋଲା ପ୍ରଦର୍ଶନ କରିବା ପାଇଁ ପ୍ରସ୍ତୁତି ଚାଲିଛି । ଏହାଛଡ଼ା ଲମ୍ବା ରସଗୋଲା, ଦହି ରସଗୋଲା ଭଳି ଓଡ଼ିଶାରେ ମିଳୁଥିବା ବିଭିନ୍ନ ପ୍ରକାର ରସଗୋଲା ମଧ୍ୟ ପ୍ରଦର୍ଶିତ ହେବ । ଦର୍ଶକମାନଙ୍କ ମନୋରଞ୍ଜନ ପାଇଁ ଅପରାହ୍ନ ୪ଟାରୁ ୧୦ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ଆୟୋଜକଙ୍କ ସୂତ୍ରରୁ ପ୍ରକାଶ ।

Tags:

Like Us

Breaking News

ସି ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ମିଳିଲା ଜାମିନ, ଜାମିନ ପ୍ରଦାନ କଲେ ଢେଙ୍କାନାଳ ଜିଲ୍ଲା ଜଜ୍‌ ବାଲେଶ୍ବର : ରେମୁଣା ଥାନା ଜଗନ୍ନାଥପୁର ଗାଁରେ ସ୍ବାମୀ ଜାଳିଦେଲା ସ୍ତ୍ରୀର ଘର । ବ୍ରହ୍ମପୁର: ନିଆଁରେ ଜଳିଗଲା ୯୦ ବଖରା ଘର ଜଗତସିଂହପୁର: ଭିଜିଲାନ୍ସ ଜାଲରେ କୁଜଙ୍ଗ ଆରଆଇ, ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ