ଆଖିତଳ କଳା ଦାଗ ଦୂର କରିବାର ଘରୋଇ ଉପାୟ

.

Published On: Jan 13, 2018 05:22 PM IST |   1130

ଏକ ଚାମଚ ଘି-କୂଆଁରୀ ଜେଲି ନିଅନ୍ତୁ । ସେଥିରେ ୧/୨ ଚାମଚ ପେଟ୍ରୋଲିୟମ୍ ଜେଲି(ଭେସଲିନ୍), ୪-୫ ଡ୍ରପ୍ ବାଦାମ ତେଲ ବା ନଡିଆ ତେଲ ଏବଂ ୨ଟି ଭିଟାମିନ୍ ଇ ଅଏଲ୍ ମିଶାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ ।

ଏହା ବଜାରରେ ମିଳୁଥିବା କ୍ରିମ ସଦୃଶ୍ୟ ହୋଇଗଲେ ଏହାକୁ ଏକ ଛୋଟ ଡବାରେ ଷ୍ଟୋର କରି ରଖନ୍ତୁ । ଏହାକୁ ୭ରୁ ୧୦ ଦିନ ପର୍ଯ୍ୟନ୍ତ ଫ୍ରିଜରେ ରଖି ପାରିବେ ।

ରାତିରେ ଶୋଇବାକୁ ଯିବା ପୂର୍ବରୁ ମୁହଁକୁ ଧୋଇ ପୋଛି ଦିଅନ୍ତୁ । ପରେ ଏହି କ୍ରିମକୁ ନେଇ ଆଖିତଳ କଳା ଦାଗ ଏବଂ ଆଖି ଚାରିକଡେ ଧୀରେ ଧୀରେ ମାଲିସ କରନ୍ତୁ ।

ଏହିପରି ନିୟମିତ ଭାବରେ କିଛି ଦିନ କରିବା ପରେ ଆଖିତଳ କଳା ଦାଗ ଦୂର ହୋଇଥାଏ ।  

Tags:

Like Us

Breaking News

ସି ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ମିଳିଲା ଜାମିନ, ଜାମିନ ପ୍ରଦାନ କଲେ ଢେଙ୍କାନାଳ ଜିଲ୍ଲା ଜଜ୍‌ ବାଲେଶ୍ବର : ରେମୁଣା ଥାନା ଜଗନ୍ନାଥପୁର ଗାଁରେ ସ୍ବାମୀ ଜାଳିଦେଲା ସ୍ତ୍ରୀର ଘର । ବ୍ରହ୍ମପୁର: ନିଆଁରେ ଜଳିଗଲା ୯୦ ବଖରା ଘର ଜଗତସିଂହପୁର: ଭିଜିଲାନ୍ସ ଜାଲରେ କୁଜଙ୍ଗ ଆରଆଇ, ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ