କାର୍ତ୍ତି ଚିଦାମ୍ବରମ୍‌ଙ୍କ ଘରେ ଇଡି ପକ୍ଷରୁ ଚଢଉ

କାର୍ତ୍ତି ଚିଦାମ୍ବରମ୍‌ଙ୍କ ଘରେ ଇଡି ପକ୍ଷରୁ ଚଢଉ

Copy Editor AH | Published On: Jan 13, 2018 05:20 PM IST |   106

ନୂଆଦିଲ୍ଲୀ : ଏୟାରସେଲ୍‌-ମାକ୍ସିସ୍‌ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି), ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍‌ଙ୍କୁ ପୁଅ କାର୍ତ୍ତି ଚିଦାମ୍ବରମ୍‌ଙ୍କ ଦିଲ୍ଲୀ ଓ ଚେନ୍ନଇସ୍ଥିତ ଘରେ ଚଢଉ କରିଛି । ଇଡି ପକ୍ଷରୁ କୁହାଯାଇଛି ଯେ, ଦିଲ୍ଲୀର ଗୋଟିଏ ଏବଂ ଚେନ୍ନଇର ଚାରୋଟି ସ୍ଥାନରେ ଚଢାଉ କରାଯାଇଛି । ଗତବର୍ଷ ମେ ମାସରେ ଇଡି କାର୍ତ୍ତି ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ କଳାଧନ ଆଇନ ଅଧୀନରେ ମାମଲା ରୁଜୁ କରିଥିଲା । ଗୁରୁବାର ଦିନ ଇଡି କାର୍ତ୍ତି ଚିଦାମ୍ବରମ୍‌ଙ୍କୁ ସାନି ସମନ ଜାରି କରିଥିଲା ଓ ୧୬ ତାରିଖରେ ହାଜର ହେବା ପାଇଁ କହିଥିଲା ।

Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।