୨ୟ ଟେଷ୍ଟ : ଅଶ୍ୱୀନଙ୍କୁ ପ୍ରଥମ ୱିକେଟ

ଟସ୍‌ ଜିତି ଦକ୍ଷିଣ ଆଫ୍ରିକାର ବ୍ୟାଟିଂ

Copy Editor AH | Published On: Jan 13, 2018 04:41 PM IST | Updated On: Jan 13, 2018 04:45 PM IST |   173


ସେଞ୍ଚୁରିଅନ୍‌ : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚଳିତ ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ ଶନିବାର ଠାରୁ ଆରମ୍ଭ ହୋଇଛି । ଟସ୍‌ ଜିତି ଦକ୍ଷିଣ ଆଫ୍ରିକା ବ୍ୟାଟିଂ ଜାରି ରଖି ୩୩ ଓଭର ସୁଦ୍ଧା ୯୧ ରନ କରିଛି । ମଧ୍ୟାହ୍ନ ଭୋଜନ ପରେ ଦକ୍ଷିଣ ଆଫ୍ରିକା ପ୍ରଥମ ୱିକେଟ ହରାଇଛି । ଅଶ୍ବୀନଙ୍କୁ ପ୍ରଥମ ୱିକେଟ ମିଳିଛି। ଏଲଗର ୩୧ ରନ କରିଥିବା ବେଳେ ଅଶ୍ୱୀନ  ତାଙ୍କୁ ଆଉଟ କରିଛନ୍ତି । ତେବେ ମଧ୍ୟାହ୍ନ ଭୋଜନ ସୁଦ୍ଧା ଦକ୍ଷିଣ ଆଫ୍ରିକା କୌଣସି ୱିକେଟ ନ ହରାଇ ୭୮ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ମାରର୍କାମ ଅର୍ଦ୍ଧ ଶତକ ହାସଲ କରିଛନ୍ତି।

 ପ୍ରଥମ ମ୍ୟାଚରେ ବିଜୟୀ ହୋଇଥିବାରୁ ଦକ୍ଷିଣ ଆଫ୍ରିକା ସିରିଜ୍‌  ଜିତିବା ପାଇଁ  ଲକ୍ଷ୍ୟ ରଖିଥିବା ବେଳେ ଭାରତ ସିରିଜକୁ ଫେରିବାର ଆଶା ରଖିଛି । ଚୁଡାନ୍ତ ଭାରତୀୟ ଏକାଦଶରେ  କେ.ଏଲ ରାହୁଲ ଓ ପାର୍ଥିବୀ ପଟେଲ ସ୍ଥାନ ପାଇଛନ୍ତି ।

Tags:

Like Us

Breaking News

ସି ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ମିଳିଲା ଜାମିନ, ଜାମିନ ପ୍ରଦାନ କଲେ ଢେଙ୍କାନାଳ ଜିଲ୍ଲା ଜଜ୍‌ ବାଲେଶ୍ବର : ରେମୁଣା ଥାନା ଜଗନ୍ନାଥପୁର ଗାଁରେ ସ୍ବାମୀ ଜାଳିଦେଲା ସ୍ତ୍ରୀର ଘର । ବ୍ରହ୍ମପୁର: ନିଆଁରେ ଜଳିଗଲା ୯୦ ବଖରା ଘର ଜଗତସିଂହପୁର: ଭିଜିଲାନ୍ସ ଜାଲରେ କୁଜଙ୍ଗ ଆରଆଇ, ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ