ହେଲିକାପ୍ଟର ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ

.

Published On: Jan 13, 2018 03:28 PM IST | Updated On: Jan 13, 2018 06:34 PM IST |   222

ମୁମ୍ବାଇ:   ଏକ ପଓ୍ୱନ ହଂସ ହେଲିକାପ୍ଟର ଦୁର୍ଘଟଣା ଗସ୍ତ ହେବାରୁ ଓଏନ୍‌ଜିସିର୪ ଜଣ ବରିଷ୍ଠ ଅଧିକାରୀଙ୍କର ମୃତ୍ୟୁ ହୋଇଛି । । ପଓ୍ୱନହଂସର ଡାଉଫିନ୍‌ ଏନ୍‌ ୨ ହେଲିକାପ୍ଟର ଟି ଶନିବାର ସକାଳେ  ମୁମ୍ବାଇରୁ ଉଡାଣ କରିଥିଲା। ଏହାପରେ ଏହା ନିଖୋଜ ହୋଇଯାଇଥିଲା । ପରେ ହେଲିକାପ୍ଟରଟିର ଅଂଶ ବିଶେଷ ମିଳିଥିଲା। ହେଲିକାପ୍ଟର ଭଗ୍ନାବିଶେଷରୁ ୩ ଜଣଙ୍କର ମୃତ୍ୟୁ ହୋଇଛି ।

ମୁମ୍ବାଇ ଉପକୂଳରୁ ପ୍ରାୟ ୫୦ କିଲୋମିଟର ଦୂରରେ ଏହି ଘଟଣା ଘଟିଛି ।

Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।