ମକର ସଂକ୍ରାନ୍ତି ଦିନ ମହିଳାମାନେ କରନ୍ତୁ ଏହି କାର୍ଯ୍ୟ ! ମିଳିବ ଅଖଣ୍ଡ ସୌଭାଗ୍ୟବତୀର ବରଦାନ

.

Published On: Jan 13, 2018 01:56 PM IST | Updated On: Jan 13, 2018 01:58 PM IST |   2549

ମକର ସଂକ୍ରାନ୍ତି ଦିନ ମହିଳାମାନେ ସକାଳୁ ଉଠି ସ୍ନାନ ସାରି ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ ।

ଏହି ଦିନ ମହିଳାମାନେ ଗୁଡ, କଳା ରାଶି ଏବଂ ଖେଚୁଡି ବ୍ୟତିତ ୧୩ ପ୍ରକାରର ସୌନ୍ଦର୍ଯ୍ୟ ସାମଗ୍ରୀ ୧୩ ଜଣ ମହିଳାଙ୍କୁ ଦାନ କରନ୍ତୁ ଏବଂ ଚୁଡି, ସିନ୍ଦୁର, ଖାଦ୍ୟ ଜଣେ ଗରିବ ମହିଳାଙ୍କୁ ଦାନ କରିନ୍ତୁ । ଫଳରେ ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତି ହେବା ସହ ସ୍ବାମୀଙ୍କ ଆୟୁ ଦୀର୍ଘ ହୋଇଥାଏ ।   

ମକର ସଂକ୍ରାନ୍ତି ଦିନ ମହିଳାମାନେ ମା ଲକ୍ଷ୍ମୀଙ୍କ ଚରଣରେ ଲାଲ ଫୁଲ ଅର୍ପଣ କରନ୍ତୁ ଓ ଖିରୀ ଭୋଗ ଲଗାନ୍ତୁ ।

ଏହି ଦିନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ନ ଦେବା ପର୍ଯ୍ୟନ୍ତ ମହିଳାମାନେ ଖାଆନ୍ତୁ ନାହିଁ । ଏପରି କରିବା ଦ୍ବାରା ସ୍ବାମୀଙ୍କ ପଦୋନ୍ନତି ହେବା ସହ ସବୁ କାର୍ଯ୍ୟ ସଫଳ ହୋଇଥାଏ ।

Tags:

Like Us

Breaking News

ସି ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ମିଳିଲା ଜାମିନ, ଜାମିନ ପ୍ରଦାନ କଲେ ଢେଙ୍କାନାଳ ଜିଲ୍ଲା ଜଜ୍‌ ବାଲେଶ୍ବର : ରେମୁଣା ଥାନା ଜଗନ୍ନାଥପୁର ଗାଁରେ ସ୍ବାମୀ ଜାଳିଦେଲା ସ୍ତ୍ରୀର ଘର । ବ୍ରହ୍ମପୁର: ନିଆଁରେ ଜଳିଗଲା ୯୦ ବଖରା ଘର ଜଗତସିଂହପୁର: ଭିଜିଲାନ୍ସ ଜାଲରେ କୁଜଙ୍ଗ ଆରଆଇ, ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ