ନନ୍ଦନ କାନନରେ ୨ଟି ଶାବକଙ୍କୁ ଜନ୍ମଦେଲା ବାଘୁଣୀ ଅଙ୍କିତା

.

Published On: Jan 13, 2018 12:15 PM IST | Updated On: Jan 15, 2018 05:55 PM IST |   156

ଭୁବନେଶ୍ୱର:  ନନ୍ଦନକାନନରେ ୨ଟି ବାଘ ଶାବକଙ୍କୁ ବାଘୁଣୀ ଅଙ୍କିତା ଜନ୍ମ ଦେଇଥିଲା । ଶୁକ୍ରବାର ରାତିରେ ନିଜ ଜନ୍ମ ଦିନରେ ଅଙ୍କିତା ଏହି ଶାବକମାନଙ୍କୁ ଜନ୍ମ ଦେଇଥିଲା। ରାତି ୧୦ଟାରୁ ୧୦ଟା ୪୦ ମଧ୍ୟରେ ଏହି ବାଘ ଶାବକ ଦୁହିଁଙ୍କୁ ବାଘୁଣୀ ଜନ୍ମ ଦେଇଥିଲା । ଏହା ସହ ନନ୍ଦନ କାନନର ବାଘ ସଂଖ୍ୟା ୨୬କୁ ବୃଦ୍ଧି ପାଇଛି ।  ଏଥିରେ ଆଠଟି ଧଳା ବାଘ, ୧୬ଟି ସାଧାରଣ ବାଘ ରହିଛନ୍ତି ।

Tags:

Like Us

Breaking News

ସି ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ମିଳିଲା ଜାମିନ, ଜାମିନ ପ୍ରଦାନ କଲେ ଢେଙ୍କାନାଳ ଜିଲ୍ଲା ଜଜ୍‌ ବାଲେଶ୍ବର : ରେମୁଣା ଥାନା ଜଗନ୍ନାଥପୁର ଗାଁରେ ସ୍ବାମୀ ଜାଳିଦେଲା ସ୍ତ୍ରୀର ଘର । ବ୍ରହ୍ମପୁର: ନିଆଁରେ ଜଳିଗଲା ୯୦ ବଖରା ଘର ଜଗତସିଂହପୁର: ଭିଜିଲାନ୍ସ ଜାଲରେ କୁଜଙ୍ଗ ଆରଆଇ, ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ