୬୧ କୋଟିରୁ ଅଧିକ ଟଙ୍କାର କଳାଧନ ଜବତ

୬୧ କୋଟିରୁ ଅଧିକ ଟଙ୍କାର କଳାଧନ ଜବତ

Copy Editor RKD | Published On: Jan 13, 2018 01:03 AM IST |   196

ନୂଆଦିଲ୍ଲୀ : ଦିଲ୍ଲୀସ୍ଥିତ ‘ୟୁ ଆଣ୍ଡ ବୋଲ୍ଟସ୍‌’ କାର୍ଯ୍ୟାଳୟ ଉପରେ ଆୟକର ବିଭାଗ ଚଢାଉ କରି ୬୧ କୋଟି ଟଙ୍କାରୁ ଅଧିକ ଟଙ୍କା ଏବଂ ଗହଣାର କଳାଧନ ଜବତ କରିଛି । ଏହି ସବୁ ଟଙ୍କା ବିଲ୍ଡର ଏବଂ ଗୁଟଖା ବେପାରୀଙ୍କର ବୋଲି ଜାଣିବାକୁ ମିଳିଛି । ୬ରୁ ଅଧିକ ଲକ୍‌ରରୁ ଏହି ସବୁ ଟଙ୍କା ଓ ସୁନା ଗହଣା ଜବତ ହୋଇଛି । ଆୟକର ବିଭାଗ କଳାଧନ ବିରୋଧରେ ନିଜ ଅଭିଯାନ ଅନୁସାରେ ଜାତୀୟ ରାଜଧାନୀରେ ଥିବା ଅବୈଧ ଏବଂ ବ୍ୟକ୍ତିଗତ ଲକ୍‌ର (ଆଲମାରି)ରୁ ୨୦ କୋଟିରୁ ଅଧିକ ଟଙ୍କାର ସୁନା ଗହଣା ଜବତ କରିଛି । ଏହାପୂର୍ବରୁ ଏହି ଲକ୍‌ରରୁ ୪୧ କୋଟି ଟଙ୍କାର ସୁନାଗହଣା ଓ ଟଙ୍କା ଜବତ କରାଯାଇଥିଲା ।

Tags:

Like Us

Breaking News

କଟକ: ବିଜେପିରେ ମିଶିଲେ ଦୁଇ ସିନେ-ତାରକା, ଆସନ୍ତାକାଲି ଅଭିନେତା ମିହିର ଦାସ ଓ ଅଭିନେତ୍ରୀ ଅନୁ ଚୌଧୁରୀ ବିଜେପିରେ ମିଶିବେ ରାଉରକେଲା: ୩ ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସ ଚଢଉ ପାରାଦୀପ: ପାରାଦୀପ ନୂଆଗାଁରେ ବୋମାମାଡ଼, ଘଟଣାସ୍ଥଳରୁ ଗୋଟିଏ ଅଫୁଟା ବୋମା ଜବତ ସି ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ମିଳିଲା ଜାମିନ, ଜାମିନ ପ୍ରଦାନ କଲେ ଢେଙ୍କାନାଳ ଜିଲ୍ଲା ଜଜ୍‌