ମନାଲିରେ କଙ୍ଗନାଙ୍କ ୩୦ କୋଟିର ଘର

.

Copy Editor RRM | Published On: Jan 12, 2018 04:08 PM IST |   932

ମନାଲି: ନିଜ ସହର ମନାଲିରେ ନୂଆ ଘର ତୋଳିଛନ୍ତି ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାୱତ । ଯାହାର ମୂଲ୍ୟ ପ୍ରାୟ ୩୦ କୋଟି । ୨୦୧୪ରେ ଉକ୍ତ ଜାଗାକୁ ପ୍ରାୟ ୧୦ କୋଟି ଦେଇ କିଣିଥିଲେ ଏହି ବଲିଉଡ୍‌ କୁଇନ୍‌ । କେତେଜଣ ସ୍ଥାପତ୍ୟବିତ୍‌ଙ୍କ ଦ୍ୱାରା ଡିଜାଇନ୍‌ ହୋଇଥିବା ଘରେ ୮ଟି ଶୟନ କକ୍ଷ ରହିଛି । ଘର ଚାରିପଟେ ପ୍ରକୃତିରାଜି ରହିଛି । ଯାହାକି ଅତ୍ୟନ୍ତ ଆନନ୍ଦଦାୟକ ବୋଲି କଙ୍ଗନା କହିଛନ୍ତି ।

Tags:

Like Us

Breaking News

କଟକ: ବିଜେପିରେ ମିଶିଲେ ଦୁଇ ସିନେ-ତାରକା, ଆସନ୍ତାକାଲି ଅଭିନେତା ମିହିର ଦାସ ଓ ଅଭିନେତ୍ରୀ ଅନୁ ଚୌଧୁରୀ ବିଜେପିରେ ମିଶିବେ ରାଉରକେଲା: ୩ ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସ ଚଢଉ ପାରାଦୀପ: ପାରାଦୀପ ନୂଆଗାଁରେ ବୋମାମାଡ଼, ଘଟଣାସ୍ଥଳରୁ ଗୋଟିଏ ଅଫୁଟା ବୋମା ଜବତ ସି ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ମିଳିଲା ଜାମିନ, ଜାମିନ ପ୍ରଦାନ କଲେ ଢେଙ୍କାନାଳ ଜିଲ୍ଲା ଜଜ୍‌