ଆତ୍ମ ସମର୍ପଣ କଲେ ଶଶିକଳାଙ୍କ ସ୍ୱାମୀ ନଟରାଜନ୍

ଆତ୍ମ ସମର୍ପଣ କଲେ ଶଶିକଳାଙ୍କ ସ୍ୱାମୀ ନଟରାଜନ୍

Copy Editor AH | Published On: Jan 11, 2018 08:47 PM IST |   528


ଚେନ୍ନଇ : ଏଆଇଏଡିଏମ୍‌କେର ଅସନ୍ତୁଷ୍ଟ ନେତ୍ରୀ ଭି .କେ ଶଶିକଳାଙ୍କ ସ୍ୱାମୀ ଏମ୍‌. ନଟରାଜନ ଟିକସ ଫାଙ୍କିବା ଅଭିଯୋଗରେ ଗୁରୁବାର ଚେନ୍ନଇସ୍ଥିତ ସିବିଆଇ ଅଦାଲତରେ ଆତ୍ମସମର୍ପଣ କରିଛନ୍ତି । ୧୯୯୪ରେ ନଟରାଜନ ଲଣ୍ଡନରୁ ଏକ ବିଳାସପୂର୍ଣ୍ଣ କାର୍‌ କିଣିଥିଲେ । ତେବେ ଏ ବାବଦରେ ସେ ବର୍ହିଶୁଳ୍କ ଦେଇ ନଥିଲେ । କାର୍‌ଟିକୁ ପୁରୁଣା ଓ ବ୍ୟବହୃତ ଦର୍ଶାଇ ନଟରାଜନ ୧.୦୬କୋଟି ଟଙ୍କାର ଟିକସ ଫାଙ୍କି ଥିଲେ । ତାଙ୍କ ବିରୋଧରେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ମାମଲା ରୁଜୁ କରିଥିଲେ ।

Tags:

Like Us

Breaking News

ରାଉରକେଲା: ୩ ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସ ଚଢଉ ପାରାଦୀପ: ପାରାଦୀପ ନୂଆଗାଁରେ ବୋମାମାଡ଼, ଘଟଣାସ୍ଥଳରୁ ଗୋଟିଏ ଅଫୁଟା ବୋମା ଜବତ ସି ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ମିଳିଲା ଜାମିନ, ଜାମିନ ପ୍ରଦାନ କଲେ ଢେଙ୍କାନାଳ ଜିଲ୍ଲା ଜଜ୍‌ ବାଲେଶ୍ବର : ରେମୁଣା ଥାନା ଜଗନ୍ନାଥପୁର ଗାଁରେ ସ୍ବାମୀ ଜାଳିଦେଲା ସ୍ତ୍ରୀର ଘର ।