ଭାଲୁ ଆକ୍ରମଣରେ ୫ ଆହତ

.

Published On: Jan 11, 2018 04:07 PM IST | Updated On: Jan 11, 2018 04:34 PM IST |   102

ଖୁଣ୍ଟା:  ଥାନା କୁଆମରା ଫାଣ୍ଡି ଅନ୍ତର୍ଗତ ମାଙ୍କଡ଼କେନ୍ଦା  ନିକଟରେ ଭାଲୁ ଆକ୍ରମଣରେ ୪ ସାମାନ୍ୟ ଆହତ ଜଣେ ଗୁରୁତର ଭାବରେ ଆହତ ହୋଇଛନ୍ତି । ଗୁରୁତରଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି ଏବଂ ସାମାନ୍ୟ ଆହତମାନେ ଉଦଳା ଡାକ୍ତରଖାନାରେ ଚିକିତ୍ସିତ ହୋଇ ଘରକୁ ଫେରିଥିବା ଜଣାପଡିଛି । କୁଆମରା ସଂରକ୍ଷିତ ଜଙ୍ଗଲରେ ଭାଲୁମାନଙ୍କ ଉପରେ ଉଦଳା ବନ ବିଭାଗ ନଜର ରଖିଛି । ଚତୁରୀ ଗ୍ରାମର ବୈଦ୍ୟନାଥ ଦତ୍ତ (୬୫) ଗୁରୁତର ଆହତ ହୋଇଥିବା ବେଳେ ମାଙ୍କଡକେନ୍ଦା ଗ୍ରାମର ଗୀତାଞ୍ଜଳି ସିଂ (୧୫), କ୍ଷେତ୍ର ମୋହନ ସିଂ (୩୭), କୁରୁଚୁ ସିଂ (୪୦) ଓ ଦୀପଞ୍ଜଳି ସିଂ (୧୫) ସମାନ୍ୟ ଆହତ ହୋଇଥିଲେ ।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।