ସ୍ପାଇସ୍‌ ଅପ୍‌ର ନିର୍ମାତା ଓଡି-ରେର ଅଷ୍ଟମ ବାର୍ଷିକ ବିତରକ ଓ କର୍ମୀ ସମ୍ମିଳନୀ  ଅନୁଷ୍ଠିତ

.

Published On: Jan 10, 2018 10:20 PM IST | Updated On: Jan 10, 2018 10:23 PM IST |   573

କଟକ: ଓଡ଼ିଶାର ଅଗ୍ରଣୀ ମୃଦୁପାନୀୟ ନିର୍ମାତା ଓଡି-ରେର ଅଷ୍ଟମ ବାର୍ଷିକ ବିତରକ ଓ କର୍ମୀ ସମ୍ମିଳନୀ ପୁରୀ ବେଳାଭମି ନିକଟରେ ଥିବା ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି । ଜାନୁଆରି ୭ ଓ ୮ ତାରିଖରେ ଏହା ଅନୁଷ୍ଠିତ ହୋଇଥିଲା । ଏଥିରେ ସଫଳ ବିତରକମାନଙ୍କୁ ସମ୍ମାନିତ କରାଯାଇଥିଲା ।

ଭବିଷ୍ୟତରେ ଅନୁଷ୍ଠାନର ଅଭିବୃଦ୍ଧି ସମ୍ପର୍କରେ ଓ  ଓଡି-ରେ ଭବିଷ୍ୟତରେ କଅଣ ସବୁ ନୂଆ ଉତ୍ପାଦ ଲଞ୍ଚ କରିବ ସେ ବିଷୟରେ ଆଲୋଚନା କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ  ଅନୁଷ୍ଠାନର କାର୍ଯ୍ୟକାରୀ ଅଧ୍ୟକ୍ଷ ଦେବେନ ରାୟ ଓ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସର ସହକାରୀ ଅଧ୍ୟକ୍ଷ ଦିଲ୍ଲିପ ପଟ୍ଟନାୟକ ,ମୁଖ୍ୟ ପ୍ରବନ୍ଧକ ସୌରଭ ରାୟ ଓ ପ୍ରଶାନ୍ତ ସିଂ ପ୍ରମୁଖ ଯୋଗ ଦେଇଥିଲେ।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।