ମାର୍ଚ ୫ରୁ ହେବ ସିବିଏସ୍‌ଇର ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା

.

Published On: Jan 10, 2018 10:01 PM IST | Updated On: Jan 10, 2018 10:02 PM IST |   534

ନୂଆଦିଲ୍ଲୀ: ମାର୍ଚ୍ଚ ୫ ତାରିଖରୁ ସିବିଏସ୍‌ଇର ଦଶମ ଓ ଦ୍ୱାଦଶ ଶ୍ରେଣୀର ବାର୍ଡ ପରୀକ୍ଷା ଆରମ୍ଭ ହେବ । ବୁଧବାରରେ ସିବିଏସ୍‌ଇ ଏ ବିଷୟରେ ଘୋଷଣା କରିଛି ।  ଦଶମ ଶ୍ରେଣ ବୋର୍ଡ ପରୀକ୍ଷା ଏପ୍ରିଲ ୪ ତାରଖରେ ଶେଷ ହେବ । ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଏପ୍ରିଲ ୧୨ ତାରିଖରେ ଶେଷ ହେବ । ବିଭିନ୍ନ ରାଜ୍ୟମାନଙ୍କରେ ନିର୍ବାଚନ ଥିବାରୁ ଏହା ବିଳମ୍ବ ହେବ ବୋଲି ଆଶଙ୍କା କରାଯାଉଥିଲା।

Tags:

Like Us

Breaking News

ସି ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ମିଳିଲା ଜାମିନ, ଜାମିନ ପ୍ରଦାନ କଲେ ଢେଙ୍କାନାଳ ଜିଲ୍ଲା ଜଜ୍‌ ବାଲେଶ୍ବର : ରେମୁଣା ଥାନା ଜଗନ୍ନାଥପୁର ଗାଁରେ ସ୍ବାମୀ ଜାଳିଦେଲା ସ୍ତ୍ରୀର ଘର । ବ୍ରହ୍ମପୁର: ନିଆଁରେ ଜଳିଗଲା ୯୦ ବଖରା ଘର ଜଗତସିଂହପୁର: ଭିଜିଲାନ୍ସ ଜାଲରେ କୁଜଙ୍ଗ ଆରଆଇ, ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ