ଲେଡି ଲୁଟେରା ଗିରଫ

୩୪ଟି ନକଲି ଏଟିଏମ୍ କାର୍ଡ଼ ଜବତ

Copy Editor AH | Published On: Jan 10, 2018 09:52 PM IST |   392

ବାରିପଦା : ବାରିପଦାରୁ ଲେଡି ଲୁଟେରା ଗିରଫ ହୋଇଛନ୍ତି । ତକତପୁର ଠାରେ ଥିବା ଏଟିଏମ୍ ରୁ ଟଙ୍କା ବାହାର ଆଳରେ ଲୁଟ୍ ଉଦ୍ୟମ କରୁଥିବା ବେଳେ ଏହି ମହିଳା ଗିରଫ ହୋଇଛନ୍ତି । ଲୁଟେରା ଓ ତାଙ୍କ ସହଯୋଗୀଙ୍କ ଠାରୁ  ୩୪ଟି ନକଲି ଏଟିଏମ୍ କାର୍ଡ଼ ଜବତ ହୋଇଛି ।

Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।