ନୂଆ  ଖୁଚୁରା ମୁଦ୍ରା ତିଆରି ବନ୍ଦ କଲେ ସରକାର, ସ୍ଥାନ ନ ଥିବାରୁ ଉତ୍ପାଦନ ବନ୍ଦ

.

Published On: Jan 10, 2018 08:50 PM IST | Updated On: Jan 10, 2018 08:51 PM IST |   430

ନୂଆଦିଲ୍ଲୀ: ଭାରତ ସରକାରଙ୍କର ୪ ଟି ମୁଦ୍ରା ପ୍ରସ୍ତୁତକାରୀ ସଂସ୍ଥା ବା ମୁଦ୍ରାଶାଳା ଖୁଚୁରା ମୁଦ୍ରା ପ୍ରସ୍ତୁତ କରିବା ବନ୍ଦ କରିଛନ୍ତି । ମୁଦ୍ରା ଗଚ୍ଛିତ ରହୁଥିବା ଗୋଦାମମାନଙ୍କରେ ୨୫୦ କୋଟିଟି ମୁଦ୍ରା ଜମା ହୋଇ ରହିଥିବାରୁ ସେଠାରେ ଅଧିକ ମୁଦ୍ରା  ରଖିବା ପାଇଁ ସ୍ଥାନ ନାହିଁ । ଭାରତୀୟ ରିଜର୍ଭ ବ୍ୟାଙ୍କ ଏଠାରୁ ଖୁଚୁରା ନେବା ପରେ ଅଧିକ ଖୁଚୁରା ରଖିବା ପାଇଁ ସ୍ଥାନ ମିଳିବ । ଏବ ବଜାରରେ ପ୍ରଚୁର ଖୁଚୁରା ଥିବାରୁ କୌଣସି ଅସୁବିଧା ହେବାର ନାହିଁ  ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ଭାରତ ସରକାରଙ୍କ ମୁଦ୍ରାଛପା କାରଖାନା ବା ମୁଦ୍ରାଶାଳା ନୋଇଡା, ମୁମ୍ବାଇ,କୋଲକାଟା ଓ ହାଇଦ୍ରାବାଦରେ ରହିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ପରିଚାଳିତ ମୁଦ୍ରା ଏଠାରେ ମୁଦ୍ରଣ କରାଯାଇଥାଏ ।

Tags:

Like Us

Breaking News

ସି ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ମିଳିଲା ଜାମିନ, ଜାମିନ ପ୍ରଦାନ କଲେ ଢେଙ୍କାନାଳ ଜିଲ୍ଲା ଜଜ୍‌ ବାଲେଶ୍ବର : ରେମୁଣା ଥାନା ଜଗନ୍ନାଥପୁର ଗାଁରେ ସ୍ବାମୀ ଜାଳିଦେଲା ସ୍ତ୍ରୀର ଘର । ବ୍ରହ୍ମପୁର: ନିଆଁରେ ଜଳିଗଲା ୯୦ ବଖରା ଘର ଜଗତସିଂହପୁର: ଭିଜିଲାନ୍ସ ଜାଲରେ କୁଜଙ୍ଗ ଆରଆଇ, ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ