ରାଜସ୍ଥାନରେ ମୁକ୍ତିଲାଭ କରିବନି ପଦ୍ମାବତ ଚଳଚ୍ଚିତ୍ର

.

Published On: Jan 08, 2018 10:13 PM IST | Updated On: Jan 08, 2018 10:14 PM IST |   616

ଜୟପୁର: ରାଜସ୍ଥାନରେ ପଦ୍ମାବତ ଚଳଚ୍ଚିତ୍ର ମୁକ୍ତିଲାଭ କରିବ ନାହିଁ । ରାଜ୍ୟର ଗୃହମନ୍ତ୍ରୀ ଗୁଲାବ ଚନ୍ଦ କାଟାରିଆ ଏ ବିଷୟରେ ସୂଚନା ଦେଇଛନ୍ତି । ସଂଞ୍ଜୟ ଲୀଳା ବଂଶାଲି  କରିଥିବା ଏହି ସିନେମାକୁ  ରାଜସ୍ଥାନରେ ମୁକ୍ତିଲାଭ କରିବା ପାଇଁ ଅନୁମତି ଦିଆଯିବନାହିଁ ବୋଲି ସେ କହିଛନ୍ତି । ଆଗରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଏହି ସିନେମାର ମୁକ୍ତିଲାଭକୁ ନେଇ ଆପତ୍ତି ଜଣାଇଥିଲେ ।  ଜାନୁଆରୀ ୨୫ ତାରିଖରେ ଏହି ସିନମା ମୁକ୍ତିଲାଭ କରିବାର ଅଛି । ରାଜସ୍ଥାନରେ ଏହି ଚଳଚ୍ଚିତ୍ରକୁ ମୁକ୍ତିଲାଭ କରିବାକୁ ଦିଆଯିବ ନାହିଁ ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ।

Tags:

Like Us

Breaking News

କଟକ: ବିଜେପିରେ ମିଶିଲେ ଦୁଇ ସିନେ-ତାରକା, ଆସନ୍ତାକାଲି ଅଭିନେତା ମିହିର ଦାସ ଓ ଅଭିନେତ୍ରୀ ଅନୁ ଚୌଧୁରୀ ବିଜେପିରେ ମିଶିବେ ରାଉରକେଲା: ୩ ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସ ଚଢଉ ପାରାଦୀପ: ପାରାଦୀପ ନୂଆଗାଁରେ ବୋମାମାଡ଼, ଘଟଣାସ୍ଥଳରୁ ଗୋଟିଏ ଅଫୁଟା ବୋମା ଜବତ ସି ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ମିଳିଲା ଜାମିନ, ଜାମିନ ପ୍ରଦାନ କଲେ ଢେଙ୍କାନାଳ ଜିଲ୍ଲା ଜଜ୍‌