ଆତ୍ମସମର୍ପଣ କରିବାକୁ ପୁଲିସ ଚାପ ପକାଇବା ଅଭିଯୋଗରେ ମାଓନେତାଙ୍କ ପ୍ରେସ୍ ବିଜ୍ଞପ୍ତି

.

Copy Editor RRM | Published On: Jan 08, 2018 12:53 PM IST |   82

ମାଲକାନଗିରି: ସିପିଆଇ ମାଓବାଦୀ କାଲିମେଳା ଆଞ୍ଚଳିକ କମିଟିର ସମ୍ପାଦକ ରଣଦେବଙ୍କ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି । ଆତ୍ମସମର୍ପଣ କରିବାକୁ ପୁଲିସ ତାଙ୍କ ପରିବାର ଉପରେ ଚାପ ପକାଉଥିବା ସେ ଅଭିଯୋଗ ଆଣିଛନ୍ତି । ଆତ୍ମସମର୍ପଣ କରିବା ନେଇ ମିଥ୍ୟା ପ୍ରଚାର କରାଯାଉଥିବା ସେ ବିଜ୍ଞପ୍ତିରେ ଉଲ୍ଲେଖ କରିଛନ୍ତି। ଏଥିସହ ତାଙ୍କ ଉପରେ ଜନତା ଯେମିତି ବିଶ୍ବାସ ହରାଇବେ ସେଥିପାଇଁ ପୁଲିସର ଏହା ଏକ ଯୋଜନା ବୋଲି ଚିଠିରେ ଉଲ୍ଲେଖ ରହିଛି । ସେ କେବେ ବି ଆତ୍ମସମର୍ପଣ କରିବେ ନାହିଁ ବୋଲି ଚିଠିରେ ସ୍ପଷ୍ଟ କରିଛନ୍ତି ରଣଦେବ।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।