୨୦ ବର୍ଷ ଭିତରେ ଆମେରିକାରେ କର୍କ୍ଟଟ ଯୋଗୁଁ ମୃତ୍ୟୁ ସଂଖ୍ୟା ୨୪ ଲକ୍ଷ କମିଛି

ଧୂମପାନ ଛାଡିବାରୁ କମିବାରେ ଲାଗିଛି କର୍କଟ ରୋଗୀଙ୍କର ସଂଖ୍ୟା

Published On: Jan 07, 2018 09:08 PM IST | Updated On: Jan 07, 2018 09:09 PM IST |   1193

ନ୍ୟୁୟର୍କ: ଆମେରିକାରେ ଗତ ୨୦ ବର୍ଷ ମଧ୍ୟରେ  କର୍କଟରେ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୨୪ ଲକ୍ଷ କମିଛି  । ୧୯୯୧ରୁ ୨୦୧୫ ମଧ୍ୟରେ ମୃତ୍ୟୁ ସଂଖ୍ୟା ୨୬ ପ୍ରତିଶତ ହ୍ରାସ ପାଇଛି । ଆମେରିକା କର୍କଟ ସୋସାଇଟି ଏହି ପରିସଂଖ୍ୟାନ ପ୍ରକାଶ କରିଥିଲେ । କେବଳ ଧୂମପାନ ଛାଡିବା ଯୋଗୁଁ ମୃତ୍ୟୁ ସଂଖ୍ୟା କମ ହୋଇଥିବା ଏଥିରେ ଉଲ୍ଲେଖ ରହିଛି । ଆମେରିକାରେ ହୃଦଘାତରେ ସର୍ବାଧିକ ଲୋକ ମୃତ୍ୟୁ ବରଣ କରୁଥିବା ବେଳେ କର୍କଟରେ ଦ୍ୱିତୀୟ ସର୍ବାଧିକ ଲୋକ ମୃତ୍ୟୁ ବରଣ କରନ୍ତି ।

Tags:

Like Us

Breaking News

ରାଉରକେଲା: ୩ ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସ ଚଢଉ ପାରାଦୀପ: ପାରାଦୀପ ନୂଆଗାଁରେ ବୋମାମାଡ଼, ଘଟଣାସ୍ଥଳରୁ ଗୋଟିଏ ଅଫୁଟା ବୋମା ଜବତ ସି ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ମିଳିଲା ଜାମିନ, ଜାମିନ ପ୍ରଦାନ କଲେ ଢେଙ୍କାନାଳ ଜିଲ୍ଲା ଜଜ୍‌ ବାଲେଶ୍ବର : ରେମୁଣା ଥାନା ଜଗନ୍ନାଥପୁର ଗାଁରେ ସ୍ବାମୀ ଜାଳିଦେଲା ସ୍ତ୍ରୀର ଘର ।