ବଲିଉଡ୍‌ର ପ୍ରଥମ କଳାକାର ଭାବେ ସଲମନ୍‌ ଖାନଙ୍କ ୩ଟି ସିନେମାର ଆୟ ତିନିଶହ କୋଟିରୁ ଅଧିକ

.

Published On: Jan 07, 2018 08:54 PM IST |   838

ମୁମ୍ବାଇ:  ବଲିଉଡ୍‌ର ପ୍ରଥମ କଳାକାର ଭାବେ ସଲମାନ ଖାନଙ୍କ ତିନୋଟି ସିନେମା ତିନିଶହ କୋଟି ଟଙ୍କାରୁ ଅଧିକ ଆୟ  କରିଛି । ତୃତୀୟ ସିନମା ଭାବେ ଟାଇଗର ଜିନ୍ଦା ହେ ତିନି ଶହ କୋଟି ଟଙ୍କା ଆୟ କରିଛି । ଏହି ସିନେମା ମୁକ୍ତିଲାଭ କରିବାର ୧୬ତମ ଦିନରେ ତିନିଶହ କୋଟି ଟଙ୍କା ଆୟ କରିଥିଲା। ପ୍ରଥମ ତିନି ଦିନ ମଧ୍ୟରେ ଏହି ସିନେମା ୧୦୦ କୋଟି ଟଙ୍କା ଆୟ କରି ଥିଲା ।

Tags:

Like Us

Breaking News

କଟକ: ବିଜେପିରେ ମିଶିଲେ ଦୁଇ ସିନେ-ତାରକା, ଆସନ୍ତାକାଲି ଅଭିନେତା ମିହିର ଦାସ ଓ ଅଭିନେତ୍ରୀ ଅନୁ ଚୌଧୁରୀ ବିଜେପିରେ ମିଶିବେ ରାଉରକେଲା: ୩ ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସ ଚଢଉ ପାରାଦୀପ: ପାରାଦୀପ ନୂଆଗାଁରେ ବୋମାମାଡ଼, ଘଟଣାସ୍ଥଳରୁ ଗୋଟିଏ ଅଫୁଟା ବୋମା ଜବତ ସି ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ମିଳିଲା ଜାମିନ, ଜାମିନ ପ୍ରଦାନ କଲେ ଢେଙ୍କାନାଳ ଜିଲ୍ଲା ଜଜ୍‌