ଜାଇକା ଟ୍ରାକ୍ଟର ଚାପାରେ ବାଳକର ମୃତ୍ୟୁ

ଉତ୍ୟକ୍ତ ଲୋକଙ୍କ ଥାନା ଘେରାଓ

Copy Editor AH | Published On: Jan 05, 2018 02:08 PM IST | Updated On: Jan 05, 2018 02:41 PM IST |   175

କଟକ : ପୁଣି କଟକରେ ଜାଇକା ଯନ୍ତ୍ରଣା। ସହରର ଯୋବ୍ରା ଅଞ୍ଚଳରେ ଜାଇକାର ଟ୍ରାକ୍ଟର ଚାପାରେ ଶୁକ୍ରବାର ଜଣେ ୫ ବର୍ଷର ବାଳକର ମୃତ୍ୟୁ ଘଟିଛି । ଯୋବ୍ରା  ମାଛ  ମାର୍କେଟ ପାଖରେ ଶୁକ୍ରବାର ଅପରାହ୍ନରେ ଏହି ଅଘଟଣ ଘଟିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହିତ ମାଲଗୋଦାମ ଥାନା ଘେରାଓ କରିଥିଲେ ।

ଜାଇକା କାମ ଯୋଗୁଁ  ସହରରେ ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ନା ଜାଇକା, ନା ପ୍ରଶାସନ କାହାର ଚେନା ପଶୁ ନାହିଁ। ବାରମ୍ବାର ଏଭଳି ଅଘଟଣକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। 

 

 

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।