ବିଡିଓଙ୍କ ବଦଳି ଦାବିରେ  ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇଲେ ଜନ ପ୍ରତିନିଧି

ବିଡିଓ ସମର୍ଥନରେ ସ୍ଥାନୀୟ ବାସିନ୍ଦା , ବଦଳି ହେଲେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଧମକ

Published On: Jan 04, 2018 01:49 PM IST | Updated On: Jan 04, 2018 01:51 PM IST |   296

କାଲିମେଳା: ମାଲକାନଗିରି କାଲିମେଳାର ଉପାନ୍ତ ଅଞ୍ଚଳରେ ଥିବା ପଡିଆ ବ୍ଲକରେ ବିଡିଓ ଧରଣୀ ଧର ନାୟକଙ୍କ ବଦଳି ଦାବିରେ ୮ଟି ପଞ୍ଚାୟତର ସରପଞ୍ଚ ଓ ସମିତ ସଭ୍ୟଙ୍କ ସହ ବ୍ଲକ ଅଧ୍ୟକ ସମସ୍ତ ପଞ୍ଚାୟତ କାର୍ଯାଳୟ ଓ ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି । ବିଡିଓ  ଜନ ପ୍ରତିନିଧିମାନଙ୍କୁ ସାହାଯ୍ୟ କରୁ ନଥିବା ଏମାନେ ଅଭିଯୋଗ କରିଛନ୍ତି । ବ୍ଲକ ଅଧ୍ୟକ୍ଷ ଦେବା ମାଡକାମୀଙ୍କ ନେତୃତ୍ୱରେ ବୁଧବାରରେ ସରପଞ୍ଚ ଓ ସମିତି ସଭ୍ୟମାନେ ସମସ୍ତ ୮ଟି ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଥିଲେ । ଏହା ସହ ପଡିଆ ବ୍ଲକର ସମସ୍ତ ଦୋକାନ ବଜାର ବନ୍ଦ କରିବା ସହ ରାସ୍ତା ରୋକ କରିବାରୁ ଯାନବାହାନ ଚଳା ଚଳ ବାଧାପ୍ରାପ୍ତ ହୋଇଛି ।

ତେବେ ବିଡିଓଙ୍କ ସମର୍ଥନରେ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ବିଡିଓଙ୍କର ବଦଳି ହେଲେ ସେମାନେ ଆନ୍ଦୋଳନକୁ ଓହ୍ଲାଇବେବୋଲି ସେମାନେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି ।

Tags:

Like Us

Breaking News

ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୧୬/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୮୭, ଦକ୍ଷିଣ ଆଫ୍ରିକା ୨ ଇନିଂସରେ୨୫୮ ରନରେ ଅଲ ଆଉଟ ।