ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

.

Published On: Jan 03, 2018 10:32 PM IST |   905

କନ୍ଧମାଳ:  କନ୍ଧମାଳ ଜିଲା ଚକାପାଦ ଅଞ୍ଚଳ ନନ୍ଦିନି ଗ୍ରାମରେ ପତ୍ନୀ ନିଜ ପତିକୁ ହତ୍ୟା କରିଛି । ପ୍ରେମିକ ସହ ସମ୍ପର୍କକୁ ବିରୋଧ କରିବାରୁ ପତିକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ପୁଲିସ ହତ୍ୟା ଅଭିଯୁକ୍ତ ଅକ୍ଷୟ ରଣା ସହ ମୃତକ ଭଗବାନ ପ୍ରଧାନଙ୍କ ପତ୍ନୀକୁ ଗିରଫ କରିଛି । ଭଗବାନକୁ ଅତି ବିଭତ୍ସ ଭାବେ ହତ୍ୟା କରିବାପରେ ଏହି ଦୁଇଜଣ ତାଙ୍କ ଶବକୁ ଜଙ୍ଗଲ ଭିତରେ ଫିଙ୍ଗି ଦେଇଥିଲେ। ପରେ ପୁଲିସ ତଦନ୍ତରୁ ହତ୍ୟାକାଣ୍ଡ ବିଷୟରେ ଜାଣି ପାରିଥିଲା । ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲଣ କରିଛି ।

Tags:

Like Us

Breaking News

ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୧୬/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୮୭, ଦକ୍ଷିଣ ଆଫ୍ରିକା ୨ ଇନିଂସରେ୨୫୮ ରନରେ ଅଲ ଆଉଟ ।