ଭବାନୀପାଟଣାରେ ମହାସମାରୋହରେ ପାଳିତ ହେଲା ପୌଷ ପୁର୍ଣ୍ଣିମା

.

Published On: Jan 02, 2018 05:34 PM IST |   80

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସମେତ ସାରା ଜିଲ୍ଲାରେ ପୁଷ ପୁନେଁଇ ପର୍ବ ଆଜି ମହାସମାରୋହରେ ପାଳିତ ହୋଇଯାଇଛି । ଭବାନୀପାଟଣାର ଧୋବା ପଡାରେ ଥିବା ଦେବୀ ମନ୍ଦିରରେ ମାନସିକ କରିଥିବା ଭକ୍ତମାନେ କୁକୁଡ଼ା ଓ ପାରା ବଳି ଦେବା ସହ ପୂଜା-ଅର୍ଚ୍ଚନା କରିଥିଲେ । ଯୁବକ ଓ ଛାତ୍ର ମାନେ ଆଦିବାସୀ ବେଶରେ ବାଜା ବଜାଇ ଦେବୀ ସମ୍ମୁଖରେ ନୃତ୍ୟ କରିଥିଲେ । ଏହି ପୂଜାରେ ଶହଶହ ଲୋକ ସମାଙ୍ଗମ ହୋଇଥିବା ଦେଖିବାକୁ ମିଳିଥିଲା ।

 

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।