ଶାହରୁଖ୍‌ ହିରୋରୁ ଜିରୋ

.

Copy Editor RRM | Published On: Jan 01, 2018 07:32 PM IST |   1630

ନୂଆଦିଲ୍ଲୀ: ନୂଆବର୍ଷ ଅବସରରେ ନିଜର ନୂଆ ଫିଲ୍ମ ଘୋଷଣା କରିଛନ୍ତି କିଙ୍ଗଖାନ ଶାହରୁଖ । ଫିଲ୍ମର ନାଁ ‘ଜିରୋ’ । ଏଥିରେ ସେ ବାମନ ଅବତାରରେ ଦେଖାଯିବେ । ନିଜର ଟ୍ୱିଟର ଆକାଉଣ୍ଟରେ ଶାହରୁଖ ଜିରୋ ଫିଲ୍ମର ଟିଜର ରିଲିଜ୍‌ କରିଛନ୍ତି । ଭିନ୍ନ ଢ଼ଙ୍ଗରେ ତାଙ୍କୁ ଏଥିରେ ଦେଖିବାକୁ ମିଳିଛି । ଏ୍‌କ ବାହାଘରରେ ଶାହରୁଖ କେମିତି ନାଚି ନାଚି ପ୍ରବେଶ କରୁଛନ୍ତି, ତାହା ଭିଡିଓରେ ଦେଖାଯାଇଛି । ସୂଚନାଯୋଗ୍ୟ, ୨୦୧୭ ବର୍ଷ ଶାହରୁଖଙ୍କ ପାଇଁ ସେତେଟା ଭଲ ସାବ୍ୟସ୍ତ ହୋଇନି । ତାଙ୍କର ଦୁଇ ଫିଲ୍ମ ରଇଜି ଓ ଜବ୍‌ ହ୍ୟାରି ମିଟ୍‌ ସେଜେଲ ବକ୍ସ ଅଫିସରେ ଭଲ ଆୟ କରିପାରିନଥିଲା । ତେଣୁ ୨୦୧୮ରେ ଦର୍ଶକଙ୍କୁ ଭଲ ସିନେମା ଦେବାକୁ ସେ ଚେଷ୍ଟିତ ।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।