ଜାଣନ୍ତୁ, ନରମ ଓ ଗୋଲାପି ଓଠର ମନ୍ତ୍ର ! ମାତ୍ର ୩ ଦିନରେ ଓଠ ହେବ ଲାଲ୍

.

Published On: Dec 31, 2017 05:00 PM IST | Updated On: Jan 01, 2018 02:42 PM IST |   2252

ପ୍ରଥମେ ଏକ ବିଟ୍ ନେଇ ଚୋପା ଛଡେଇ ଦିଅନ୍ତୁ । ଏହି ବିଟକୁ କୋରି ତାର ଜୁସ୍ ବାହାର କରନ୍ତୁ ।

ଏକ ଛୋଟ ପାତ୍ରରେ ୨ ଚାମଚ ବିଟ୍ ଜୁସ୍ ନେଇ ସେଥିରେ ଏକ ଚାମଚ ନିଆଡ ତେଲ, ଏକ ଚାମଚ ଭେସଲିନ୍ ବା ପେଟ୍ରୋଲିୟମ୍ ଜେଲି ଏବଂ ଦୁଇଟି ଭିଟାମିନ ଇ କ୍ୟାପସୁଲ ତେଲ ଗୋଳାଇ ଦିଅନ୍ତୁ । ଘରୋଇ ଉପାୟରେ ଲିପବାମ୍ ପ୍ରସ୍ତୁତ ହୋଇଗଲା ।

ରାତିରେ ଶୋଇବା ପୂର୍ବରୁ ପ୍ରଥମେ ଓଠକୁ ସ୍କ୍ରବ୍ କରବା ଭୁଲନ୍ତୁ ନାହିଁ ।



ସେଥିପାଇଁ ଏକ ଚାମଚ ଚିନି ଏବଂ ମହୁ ନେଇ ଭଲ ଭାବରେ ମିଶାଇ ଓଠରେ ଧୀରେ ଧୀରେ ମସାଜ କରନ୍ତୁ । ପରେ ପାଣିରେ ଧୋଇ ଓଠକୁ ପୋଛି ଦିଅନ୍ତୁ ଏବଂ ଲିପବାମ୍ ଲଗାଇ ଶୋଇ ପଡନ୍ତୁ ।

ଏହିପରି ୩ ଦିନ କରିବା ପର ଆପଣ ଫରକ ଦେଖିପାରିବେ । ଓଠ ନରମ, କୋମଳ ହେବା ସହ ଗୋଲାପି ହୋଇଥାଏ । ଏହି ଲିପବାମ୍ ଆପଣ ଷ୍ଟୋର କରି ରଖି ପାରିବେ ।

Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।