ମଧୁମେହ ବା ଡାଇବେଟିସ୍‌ ପାଇଁ ସତର୍କତା

.

Published On: Dec 30, 2017 03:23 PM IST | Updated On: Dec 30, 2017 03:28 PM IST |   1493

ମଧୁମେହ ରୋଗୀ ସର୍ବପ୍ରଥମେ ନିଜ ଖାଦ୍ୟପେୟ ବାବଦରେ ସଚେତନ ହେବା ନିତାନ୍ତ ଆବଶ୍ୟକ।

ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଡାକ୍ତରଙ୍କ ପରାମର୍ଶରେ ଖାଇବା ଉଚିତ। କାରଣ ମଧୁମେହ ରୋଗ ବିଶେଷଜ୍ଞ ହିଁ ଜଣେ ରୋଗୀ ନିମନ୍ତେ ପ୍ରକୃଷ୍ଟ ତାଲିକା ପ୍ରସ୍ତୁତ କରିପାରିବେ।

ସବୁଜ ପନିପରିବା ରସକୁ ପ୍ରତ୍ୟହ ୨ଥର ପିଇବା ମଧୁମେହ ରୋଗୀଙ୍କ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ।

ପାଳଙ୍ଗ ରସ କିମ୍ବା କଲରା ରସ ଏହି ପାନୀୟ ତାଲିକାରେ ରହିବା ଉଚିତ।

ଖିର ଚା” ବଦଳରେ ଗ୍ରୀନ୍‌ ଟି କିମ୍ବା ନାଲି ଚା’ ପିଇବା ଏମାନଙ୍କ ପକ୍ଷେ ହିତକର।

ମିଠା କିମ୍ବା ଚିନି ବ୍ୟବହୃତ ହୋଇଥିବା ଖାଦ୍ୟଠାରୁ ରୋଗୀ ନିଜକୁ ଦୂରେଇ ରଖିବା ଉଚିତ। ନିୟମିତ ଭାବରେ ଏହାକୁ ଖାଇଲେ ପ୍ରାଣଘାତକ ହେବାର ଆଶଙ୍କା ରହିଛି।

ଡାକ୍ତର ରାମକୁମାର ଏସ୍‌
ଚେନ୍ନଇ

Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।