ପରିଶ୍ରା ପରୀକ୍ଷାରୁ ନାନୋ ଟେକ୍‌ଲୋଲଜିରେ ଜଣା ପଡିବ କ୍ୟାନସର

.

Published On: Dec 28, 2017 04:59 PM IST |   650

ଜାପାନର ଗବେଷକମାନେ ଏପରି ଏକ ନାନୋ ଟେକ୍‌ନୋଲଜି ବିକଶିତ କରିଛନ୍ତି  ଯେଉଁଥିରେ କ୍ୟାନସର ବିଷୟରେ ଜଣା ପଡିବ । ଏଥିରେ ଜିଙ୍କ ଅକ୍ସାଇଡ୍‌ ନାନୋଓ୍ୱାର ବା ଅଥି ଛୋଟ ଉପକରଣ ବ୍ୟବହାର କରାଯାଉଛି। ଏଥିରେ କ୍ୟାନସର ବିଷୟରେ  ଜଣାପଡୁଛି। ଏଥିରେ ୯୯ ପ୍ରତିଶତ ସପଳତା ମିଳିଥିବା ଏହାକୁ ତିଆରି କରିଥିବା ଗବେଷକମାନେ କହିଛନ୍ତି ।

ଜାପାନର ନାଗୋୟା ବିଶ୍ୱବିଦ୍ୟାଳୟରେ ଗବେଷକମାନେ ଏହି ଛୋଟ  ଉପକରଣ ବା ଯନ୍ତ୍ରାଶଂକୁ ତିଆରି କରିଛନ୍ତି । ଏହା ରାମ ଇଭି ଦିଆଯାଇଛି । ସାଧାରଣ ପରିଶ୍ରା ପରୀକ୍ଷାରୁ ଏହା କର୍କଟ ରୋଗ ବିଷୟରେ ସୂଚନା ଦେବ । ଏହା ମୁତ୍ରାଶୟ ଓ ପୁରୁଷଗ୍ରନ୍ଥୀରେ କର୍କଟ ବିଷୟରେ ଜଣା ପଡିବ ।

ପ୍ରଥମରୁ କର୍କଟ ବିଷୟରେ ଜଣାପଡିଲେ ଏହିର ସଫଳ ଚିକିତ୍ସା କରାଯାଇପାରିବ ।

Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।