୧୨ ମାଓବାଦୀ ଗିରଫ

.

Copy Editor RRM | Published On: Dec 27, 2017 04:43 PM IST |   390

ମାଲକାନଗିରି: ମାଓବାଦୀମାନେ ବିଚ୍ଛିନ୍ନାଞ୍ଚଳରେ ବର୍ବର କାଣ୍ଡ ଘଟାଇ ଚାଲିଥିବାବେଳେ ମାଲକାନଗିରି ପୁଲିସକୁ ବଡ଼ ସଫଳତା ମିଳିଛି। ଦୁର୍ଦାନ୍ତ ୧୨ ମାଓବାଦୀଙ୍କୁ ପୁଲିସ ଗିରଫ କରିଛି। କାଲିମେଳା, ଚିତ୍ରକୋଣ୍ଡା ଓ ମାଥିଲି ଥାନାରେ ଅଞ୍ଚଳରେ ସନ୍ଧାନୀ ଅପରେସନ ଚାଲିଥିବାବେଳେ ପୁଲିସ ଏହି ମାଓବାଦୀଙ୍କୁ ଗିରଫ କରିଥିଲା। କେତୋଟି ହତ୍ୟା ଓ ବିଭିନ୍ନ ହିଂସାକାଣ୍ଡ ଘଟଣାରେ ଏହି ମାଓବାଦୀମାନେ ସମ୍ପୃକ୍ତ ଥିବା ମାଲକାନଗିରି ପୁଲିସ ପକ୍ଷରୁ ସୂଚନା ମିଳିଛି।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।