ସୋମନାଥ ମନ୍ଦିରରେ ଦର୍ଶନପରେ  ଗୁଜୁରାଟ ନିର୍ବାଚନ ଫଳାଫଳ ସମୀକ୍ଷା କଲେ ରାହୁଲ ଗାନ୍ଧୀ

.

Published On: Dec 23, 2017 06:01 PM IST | Updated On: Dec 23, 2017 06:21 PM IST |   355

 ଗାନ୍ଧୀ ନଗର:  ଗୁଜୁରାଟ ନିର୍ବାଚନର ଫଳା ଫଳ ଘୋଷଣା କରାଯିବ ପରେ କଂଗ୍ରସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହିର ଫଳା ପଳ ସମୀକ୍ଷା କରିବା  ପାଇଁ ଗୁଜୁରାଟ ଗସ୍ତ କରିଛନ୍ତି ।  ଗୁଜୁରାଟର ପ୍ରସିଦ୍ଧ ସୋମନାଥ ମନ୍ଦିରରେ  ଦର୍ଶନ କରିବା ପରେ ରାହୁଲ ଗାନ୍ଧୀ ନିର୍ବାଚନ ଫଳା ଫଳର ସମୀକ୍ଷା କରିଛନ୍ତି । ଏହାପରେ ସେ ନିଜ ଦଳର କର୍ମକର୍ତ୍ତାଙ୍କୁ ଭେଟିଥିଲେ। ୨୦୧୯ ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ସେ ଦଳର କର୍ମକର୍ତ୍ତାଙ୍କୁ ନିର୍ଦେଶ ଦେଇଛନ୍ତି ।

କଂଗ୍ରେସର ଅଧ୍ୟକ୍ଷ ହେବାପରେ ସେ ପ୍ରଥମ ଥରପାଇଁ ଗୁଜୁରାଟ ଗସ୍ତରେ ଆସିଥିବାରୁ ଗୁଜୁରାଟ କଂଗ୍ରେସର କର୍ମକର୍ତ୍ତାଙ୍କ ମଧ୍ୟରେ ଖୁସୀର ଲହରି ଖେଳିଯାଇଛି।

ଗୁଜୁରାଟ ନିର୍ବାଚନ ପ୍ରଚାରବେଳେ ରାହୁଲ ଗାନ୍ଧୀ ସୋମନାଥ ମନ୍ଦିର ସହ ବିଭିନ୍ନ ମନ୍ଦିରରେ ଦର୍ଶନ କରିଥିଲେ। ଏହାପରେ ତାଙ୍କ ଦର୍ଶନକୁ ନେଇ ବହୁ ତର୍କ ବିତର୍କ ହୋଇଥିଲା।

 

Tags:

Like Us

Breaking News

ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୧୬/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୮୭, ଦକ୍ଷିଣ ଆଫ୍ରିକା ୨ ଇନିଂସରେ୨୫୮ ରନରେ ଅଲ ଆଉଟ ।