ସୁନ୍ଦରଗଡରେ ଝାଡଖଣ୍ଡୀ ହାତୀପଲ

.

Published On: Dec 12, 2017 03:43 PM IST |   105

 

ସୁନ୍ଦରଗଡ: ସୁନ୍ଦରଗଡ ଜିଲା ସୁଆରମୁଣ୍ଡା ବ୍ଳକ୍ ଅନ୍ତର୍ଗତ ବିରମିତ୍ରପୁର ପୌରାଞ୍ଚଳକୁ ଗତକାଲି ରାତିରେ ଝାଡଖଣ୍ଡରୁ ହାତୀପଲ ପସି ଆସିଥିଲେ । ସ୍ଥାନୀୟ ଅଞ୍ଚଳରେ ହାତୀପଲ କିଛି କ୍ଷୟକ୍ଷତି କରି ନ ଥିବା ଜଣାପଡିଛି । ଗତକାଲି ସେମାନଙ୍କୁ ଘୋଉଡେଇ ଦିଆଯାଇଥିଲା। ହାତୀପଲ ନିକଟସ୍ଥ ଜଙ୍ଗଲରେ ରହିଥିବା ସୂଚନା ରହିଛି ।  ହାତୀପଲ ଆଜି ସଂଧ୍ୟାରେ ପୁଣି ଜନବସତି ଆଡକୁ ମୁହାଁଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ଏହାକୁ ନେଇ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଅଞ୍ଛଳରେ ସତର୍କ କରାଯାଉଛି ।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।