ମଣିଶଙ୍କର ଆୟର କଂଗ୍ରେସରୁ ନିଲମ୍ବିତ

.

Published On: Dec 07, 2017 09:19 PM IST | Updated On: Dec 07, 2017 09:20 PM IST |   848

ନୂଆଦିଲ୍ଲୀ: ମଣିଶଙ୍କର ଆୟରଙ୍କୁ କଂଗ୍ରେସରୁ ନିଲମ୍ବିତ କରାଯାଇଛି। ତାଙ୍କର ପ୍ରାଥମିକ ସଦସ୍ୟତାକୁ ରଦ୍ଦ କରାଯାଇଛି। ମଣିଶଙ୍କର ଆୟରଙ୍କୁ ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଏ ନେଇ କଂଗ୍ରେସର ମୁଖପାତ୍ର ରଣଦୀପ  ସୁରେଜ ବାଲା ସୂଚନା ଦେଇଛନ୍ତି ।

 ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନୀଚ କହିବା ଯୋଗୁଁ ବିଭିନ୍ନ ମହଲରୁ  ମଣିଶଙ୍କର ଆୟରଙ୍କୁ ନିନ୍ଦା କରାଯାଇଥିଲା। ରାହୁଳ ଗାନ୍ଧୀ ମଣିଶଙ୍କର ଆୟରଙ୍କୁ କ୍ଷମା ମାଗିବା ପାଇଁ ପରାମର୍ଶ ଦେଇଥିଲେ। ଏହାପରେ ଦଳ ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯାଇଛି।

Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ