ରସୁଣର ଉପକାରିତା

.

Published On: Dec 07, 2017 08:01 PM IST | Updated On: Dec 08, 2017 04:33 PM IST |   929

ରସୁଣର ଉପକାରିତା

ରସୁଣରେ ପ୍ରଚୁର ପରିମାଣରେ ଆଣ୍ଟି ବ୍ୟାକ୍ଟେରିଆ, ଆଣ୍ଟି ଭାଇରାଲ, ଆଣ୍ଟିଅକ୍ସିଡାଣ୍ଟ ଓ ଆଣ୍ଟି ଫଙ୍ଗାଲ ତତ୍ତ୍ୱ ରହିଛି।

 ଏହା ବିଭିନ୍ନ ରୋଗର ଉପଶମ କରିଥାଏ।

ପ୍ରତିଦିନ ୬୦୦ମିଲିଗ୍ରାମ୍‌ ରସୁଣ ଖାଇଲେ କୋଲେଷ୍ଟୋରଲ ସ୍ତର ଠିକ୍‌ ରହିଥାଏ।

ଚର୍ମରୋଗ ସୁରକ୍ଷା କରିଥାଏ।

ଏଥିରେ ଆଣ୍ଟିବ୍ୟାକ୍ଟେରିଆ ଗୁଣ ଥିବାରୁ ଦାନ୍ତ ବିନ୍ଧା ଦୂର କରେ।

ରକ୍ତରେ ଶର୍କରା ସ୍ତରକୁ ବଢ଼ାଇ ଇନସୁଲିନ୍‌ ସ୍ତରକୁ ଠିକ୍‌ ରଖେ।

ବିଶେଷଜ୍ଞଙ୍କ ପରାମର୍ଶରେ ରସୁଣ ଖାଇବା ଉଚିତ।

ଏହା ସ୍ୱାସ୍ଥ୍ୟ ପାଇଁ ଉପକାରୀ।

ଡାକ୍ତର ଦୀପକ ମୂର୍ତ୍ତି
ଗୋଆ

Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ